AFFILIATE MARKETING

https://binomo.com?a=90810425bb57&t=0

Saturday, July 19, 2025

ନିର୍ଯାତନା ସହି ନପାରି ଜୀବନ ହାରିଦେଲେ ଡାକ୍ତରୀ ଛାତ୍ରୀ,

ନିର୍ଯାତନା ସହି ନପାରି ଜୀବନ ହାରିଦେଲେ ଡାକ୍ତରୀ ଛାତ୍ରୀ,

ଜ୍ୟୋତି ଶର୍ମାଙ୍କ ହଷ୍ଟେଲ ରୁମରୁ ମିଳିଥିବା ସୁଇସାଇଡ ନୋଟରେ ସେ ସିଧାସଳଖ ଦୁଇ ଶିକ୍ଷକଙ୍କୁ ଦାୟୀ କରିଛନ୍ତି । ଏହି ମାନସିକ ଚାପ ଯୋଗୁଁ ଦୀର୍ଘଦିନ ଧରି ସେ ଅତ୍ୟଧିକ ଡିପ୍ରେସନରେ ଥିଲେ ଏବଂ ଆଉ ବଞ୍ଚିବାର ଇଚ୍ଛା ତାଙ୍କର ନଥିଲା।  

ମୁଁଚାହୁଁଛି ସେମାନେ ଜେଲ୍ ଯାଆନ୍ତୁ । ସେମାନେ ମୋତେ ନିର୍ଯାତନା ଦେଇଛନ୍ତି । ମାନସିକ ଯନ୍ତ୍ରଣା ଦେଇଛନ୍ତି । ଅପମାନିତ କରିଛନ୍ତି । ମୁଁ ଦୀର୍ଘ ଦିନ ଧରି ଚାପରେ ଅଛି । ମୁଁ ଚାହୁଁଛି ଏବେ ସେମାନେ ବି ସେଇଆ ଭୋଗନ୍ତୁ । ଏମିତି ଜୀବନ ବଞ୍ଚିବାକୁ ଇଚ୍ଛା ନାହିଁ । ସୁଇସାଇଡ୍ ନୋଟରେ ଏମିତି ଲେଖି ଜୀବନ ହାରି ଦେଇଛନ୍ତି ଦିଲ୍ଲୀର ଜଣେ ବିଡିଏସ୍ ଛାତ୍ରୀ ।

ଗ୍ରେଟର ନଏଡାର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଜ୍ୟୋତି ଶର୍ମା ନାମ୍ନୀ ଏହି ଛାତ୍ରୀ ଦ୍ୱିତୀୟ ବର୍ଷରେ ପଢୁଥିଲେ । ଜଣେ ଡାକ୍ତର ହେବା ସ୍ୱପ୍ନ ଦେଖି ବିଡିଏସ (ବ୍ୟାଚେଲର ଅଫ ଡେଣ୍ଟାଲ ସର୍ଜରୀ)ରେ ସେ ଗତ ବର୍ଷ ଆଡମିଶନ ନେଇଥିଲେ । ଗତ ରାତିରେ ସେ ତାଙ୍କ ହଷ୍ଟେଲ ରୁମରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଘର ଗୁରୁଗ୍ରାମରେ । ଏହି ଆତ୍ମହତ୍ୟା ପାଇଁ ସେ ତାଙ୍କର ଦୁଇ ଜଣ ପ୍ରଫେସର ଓ ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ଦାୟୀ କରିଛନ୍ତି । ଏହି ଘଟଣାରେ ଦିଲ୍ଲୀରେ ପ୍ରତିବାଦର ସ୍ୱର ଉଠିଛି ।

No comments:

COASTAL NEWS

ଗ୍ୟାସ ସିଲିଣ୍ଡର ବୁକିଂ କରିବା ହେଲା ସହଜ, ଆଉ ରହିବନି ସମସ୍ୟା

ଗ୍ୟାସ ସିଲିଣ୍ଡର ବୁକିଂ କରିବା ହେଲା ସହଜ, ଆଉ ରହିବନି ସମସ୍ୟା ଏହି ୪ଟି ସ୍ମାର୍ଟ୍ ଉପାୟରେ ଚୁଟକିରେ ବୁକ୍ କରନ୍ତୁ ଗ୍ୟାସ ନୂଆଦିଲ୍ଲୀ, ୧୪/୦୩: ମଧ୍ୟପ୍ରାଚ୍ୟରେ ବଢ଼ୁ...