AFFILIATE MARKETING

https://binomo.com?a=90810425bb57&t=0

Friday, October 13, 2023

ଡେଙ୍ଗୁ ବ୍ୟାପୁ କି ମ୍ୟାଲେରିଆ; ଏଠାରେ କିନ୍ତୁ ମଶା ମାରିବା ପାପ

COASTAL NEWS ODIA 1129

ଡେଙ୍ଗୁ ବ୍ୟାପୁ କି ମ୍ୟାଲେରିଆ; ଏଠାରେ କିନ୍ତୁ ମଶା ମାରିବା ପାପ


 
ଭୁଟାନ୍ବ - (CNO) ଭଞ୍ଜ ବିହାରୀ ମହାନ୍ତି - ର୍ତ୍ତମାନ ସମୟରେ ସମଗ୍ର ଭାରତରେ ଡେଙ୍ଗୁ ନିଜ କାୟା ବିସ୍ତାର କରିଛି। ତାପମାତ୍ରା ସାଙ୍ଗକୁ ବର୍ଷା ଯୋଗୁ ମଶାଙ୍କ ପ୍ରାର୍ଦୁଭାବ ବଢ଼ିଥିବାରୁ ଲୋକେ ଏହି ରୋଗରେ ପୀଡ଼ିତ ହେଉଛନ୍ତି। ତେବେ ଆଜି ଆମେ ଦୁନିଆର ଏକ ଏଭଳି ଦେଶ ବିଷୟରେ କହିବୁ ଯେଉଁଠି ମଶା ମାରିବା ପାପ। ମ୍ୟାଲେରିଆ ବ୍ୟାପୁ ଅଥବା ଡେଙ୍ଗୁ, ଯଦି ସରକାରୀ ଅଧିକାରୀ କୌଣସି ଔଷଧ ସ୍ପ୍ରେ କରିବା ଲାଗି ଅଞ୍ଚଳରେ ପହଞ୍ଚନ୍ତି ତେବେ ଲୋକେ ତାଙ୍କୁ ଘଉଡାଇ ଦିଅନ୍ତି। ସେଠାକାର ବାସିନ୍ଦା କିନ୍ତୁ ଗୋଟିଏ ବି ମଶା ମାରନ୍ତି ନାହିଁ। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ।

ଯେଉଁ ଦେଶରେ ମଶା ମାରିବା ପାପ, ସେଇଟି ହେଲା ଆମ ପଡ଼ୋଶୀ ଦେଶ ଭୂଟାନ। ଭୂଟାନରେ ବୌଦ୍ଧ ଧର୍ମ ପାଳନ କରାଯାଇଥାଏ। ଏଥିଯୋଗୁ ଏଠାରେ କୌଣସି ବି ଜୀବଙ୍କୁ ହତ୍ୟା କରିବା ପାପ ବୋଲି କୁହାଯାଏ। ଏଣୁ ମଶାଙ୍କୁ ମାରିବା ଲାଗି ସରକାରୀସ୍ତରରେ ତତ୍ପରତା ବୃଦ୍ଧି ପାଇଲେ ଲୋକେ ହଙ୍ଗାମା କରିଥାନ୍ତି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...