AFFILIATE MARKETING

https://binomo.com?a=90810425bb57&t=0

Thursday, August 17, 2023

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆଜି ମୁଖ୍ୟ ସଚିବଙ୍କୁ ଡିପିଆର ହସ୍ତାନ୍ତର କଲା ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ DMRC

 COASTAL NEWS 402

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆଜି ମୁଖ୍ୟ ସଚିବଙ୍କୁ ଡିପିଆର ହସ୍ତାନ୍ତର କଲା ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ DMRC



ଭୁବନେଶ୍ବର : ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆଜି ମୁଖ୍ୟ ସଚିବଙ୍କୁ ଡିପିଆର ହସ୍ତାନ୍ତର କଲା ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ DMRC । ଡିପିଆର ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମେଟ୍ରୋ ରେଳ ବିଜୁ ପଟ୍ଟନାୟକ ଏୟାରପୋର୍ଟଠାରୁ ଆରମ୍ଭ ହୋଇ ତ୍ରିଶୁଳିଆ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ୨୬ କିଲୋମିଟର ମେଟ୍ରୋ ଟ୍ରେନ ଚାଲିବ। ଏଥିରେ ୨୦ଟି ଷ୍ଟେସନ ରହିବ। ରାଜ୍ୟ ସରକାର ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନକୁ ଡିପିଆର ପ୍ରସ୍ ତୁତ ପାଇଁ ଦାୟିତ୍ୱ ଦେଇଥିଲେ।

ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଏହା ଭିତରେ ଟ୍ରାଫିକ ସର୍ଭେ ଠାରୁ ଆରମ୍ଭ କରି ବିଭିନ୍ନ ସର୍ଭେ କରିଥିଲେ। ଆଜି ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ BMRC ତରଫରୁ ଆୟୋଜିତ ବୈଠକରେ, DMRC ତରଫରୁ ମୁଖ୍ୟ ସଚିବଙ୍କୁ ଡିପିଆର ପ୍ରଦାନ କରାଯାଇଛି। ଗତ ଏପ୍ରିଲ ୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଟ୍ରୋ ରେଳ ପ୍ରକଳ୍ପକୁ ଅନୁମୋଦନ ଦେଇଥିଲେ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...