AFFILIATE MARKETING

https://binomo.com?a=90810425bb57&t=0

Tuesday, October 21, 2025

ବିଜେପିର ନୂଆ ପଦାଧିକାରୀ ଘୋଷଣା

ଦେଖନ୍ତୁ କିଏ କେଉଁ ପଦ ଓ ଜିଲ୍ଲାରୁ ହେଲେ

ଭୁବନେଶ୍ଵର, ୧୬/୧୦: ଘୋଷଣା ହେଲା ଓଡ଼ିଶା ବିଜେପିର ନୂଆ ପଦାଧିକାରୀ ତାଲିକା। ୧୦ ଜଣ ସମ୍ପାଦକ, ୧୦ ଜଣ ଉପସଭାପତି, ୪ ଜଣ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଓ ଜଣେ ଉପ କୋଷାଧ୍ୟକ୍ଷଙ୍କ ନାଁ ପ୍ରକାଶ କରାଯାଇଛି।

ଦେଖନ୍ତୁ କିଏ କେଉଁ ପଦ ଓ ଜିଲ୍ଲାରୁ ହେଲେ:-

– ଉପସଭାପତି :- ଯତୀନ ମହାନ୍ତି, ଅଶୋକ ମିଶ୍ର, କୁସୁମ ଟେଟେ, ରମେଶ ଚନ୍ଦ୍ର ସାହୁ, କେ ନାରାୟଣ ରାଓ, ଶିବାଜୀ ମହାନ୍ତି, ଭବେନ୍ଦ୍ର ପଣ୍ଡା, ସିପ୍ରା ବାଜପେୟୀ, ସୁଦର୍ଶନ ଗୋୟଲ, ବିଷ୍ଣୁ ଦାସ

– ସା.ସମ୍ପାଦକ :- ବିରଞ୍ଚି ତ୍ରିପାଠୀ, ଶାରଦା ପ୍ରସାଦ ଶତପଥୀ, ସୀମାଞ୍ଚଳ ଖଟେଇ, ପୂର୍ଣ୍ଣିମା ପ୍ରୀୟଦର୍ଶନୀ ନାୟକ

– ସମ୍ପାଦକ :- ସରୋଜ କୁମାର କର, କାଳନ୍ଦୀ ସାମଲ, ସ୍ମୃତି ପଟ୍ଟନାୟକ, ପ୍ରୀତି ପ୍ରତିଭା ଭୋଳ, ଭଗବାନ ମହାନ୍ତି, ପିଙ୍କି ପ୍ରଧାନ, ରାମଚନ୍ଦ୍ର ହାଂସଦା, ମମତା ସିଂ, ପୃଥ୍ବୀରାଜ ମହାପାତ୍ର, ସ୍ମିତା ପ୍ରଧାନ

– କୋଷାଧ୍ୟକ୍ଷ :- ଅଜୟ ଅଗ୍ରୱାଲ

– ଯୁଗ୍ମ କୋଷାଧ୍ୟକ୍ଷ:- ଦିବାକର ହରିଚନ୍ଦନ

No comments:

COASTAL NEWS

ବିଜେପିର ନୂଆ ପଦାଧିକାରୀ ଘୋଷଣା

ବିଜେପିର ନୂଆ ପଦାଧିକାରୀ ଘୋଷଣା ଦେଖନ୍ତୁ କିଏ କେଉଁ ପଦ ଓ ଜିଲ୍ଲାରୁ ହେଲେ ଭୁବନେଶ୍ଵର, ୧୬/୧୦: ଘୋଷଣା ହେଲା ଓଡ଼ିଶା ବିଜେପିର ନୂଆ ପଦାଧିକାରୀ ତାଲିକା। ୧୦ ଜଣ ସମ୍ପ...