AFFILIATE MARKETING

https://binomo.com?a=90810425bb57&t=0

Wednesday, October 18, 2023

ଯାମଦା ଥାନାର ଏଏସଆଇ ଆନନ୍ଦ ମାଝି ଜଣେ ନାବାଳିକାଙ୍କୁ ନିର୍ଯାତନା ଦେଇ ଗିରଫ

COASTAL NEWS ODIA 1174

ଯାମଦା ଥାନାର ଏଏସଆଇ ଆନନ୍ଦ ମାଝି ଜଣେ ନାବାଳିକାଙ୍କୁ ନିର୍ଯାତନା ଦେଇ ଗିରଫ 



 
ରାଇରଙ୍ଗପୁର,୧୮।୧୦ (CNO) - ଭଞ୍ଜ ବିହାରୀ ମହାନ୍ତି - ମୟୂରଭଞ୍ଜ ଜିଲା ଯାମଦା ଥାନାର ଏଏସଆଇ ଆନନ୍ଦ ମାଝି ଜଣେ ନାବାଳିକାଙ୍କୁ ନିର୍ଯାତନା ଦେଇ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। 

ସୂଚନା ଅନୁଯାୟୀ, ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁପରେ ଏଏସଆଇ ମାଝି ଜଣେ ନାବାଳିକାଙ୍କୁ ଘରକୁ ଆଣି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ପରବର୍ତ୍ତୀ ସମୟରେ ସେ ନିର୍ଯ୍ୟାତନା ଦେଉଥିବା ନେଇ ନାବାଳିକାଙ୍କ ପିଉସୀ ଯାମଦା ଥାନାରେ ଅଭିଯୋଗ କରିଥିଲେ। 

ଏନେଇ ପୋଲିସ ପକ୍ସୋ ଆକ୍ଟରେ ଏକ ମାମଲା(ନଂ.୮୩/୨୩) ରୁଜୁ କରି ଏଏସଆଇ ମାଝିଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରିଛି। ବାରିପଦାସ୍ଥିତ ପକ୍ସୋ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...