AFFILIATE MARKETING

https://binomo.com?a=90810425bb57&t=0

Sunday, October 1, 2023

ସଫେଇର ବାର୍ତ୍ତା ଦେଲେ ମୋଦୀ

COASTAL NEWS ODIA 969

ସଫେଇର ବାର୍ତ୍ତା ଦେଲେ ମୋଦୀ 



ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ମୋଦିଙ୍କ ହାତରେ ଝାଡୁ । ଗାନ୍ଧୀ ଜୟନ୍ତୀ ପୂର୍ବରୁ ସ୍ୱଚ୍ଛତା ବାର୍ତା  ଦେଇ ନିଜେ ଝାଡୁ ଧରି ସଫେଇ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରେସଲର ଅଙ୍କିତ ବେୟନପୁରିୟାଙ୍କ ସହ ଶ୍ରମଦାନ କରିଛନ୍ତି ନରେନ୍ଦ୍ର ମୋଦୀ । ସ୍ୱଚ୍ଛତା ପାଇଁ ଗୋଟିଏ ଘଂଟା ଶ୍ରମଦାନ କରିବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଥିଲେ । ଆଉ ଏହାକୁ ଗ୍ରହଣ କରି ସାରା ଦେଶରେ ଝାଡୁ ଧରି  ସ୍ୱଚ୍ଛତାର ବାର୍ତା ଦେଇଛନ୍ତି ନେତା ।


ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀର ଠିକ୍ ଦିନକ ପୂର୍ବରୁ ସାରା ଦେଶରେ ସ୍ୱଚ୍ଛତା ବାର୍ତା ନେଇ ନେତା ଉଠାଇଛନ୍ତି ସଫେଇ ଝାଡୁ । ସ୍ୱଚ୍ଛତା ହିଁ ସେବା ଏହି ନାରାକୁ ଅଭିଯାନ ଭାବେ ଗ୍ରହଣ କରି ନିଜେ ଝାଡୁ ଧରି ସଫେଇ କରିଛନ୍ତି ପ୍ରଧାନମନ୍ତ୍ରୀ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...