AFFILIATE MARKETING

https://binomo.com?a=90810425bb57&t=0

Saturday, August 12, 2023

ଗୋଟେପଟେ ସ୍ୱାମୀ, ଗୋଟେପଟେ ଝିଅ, କାହାକୁ ବାଛିଥାନ୍ତେ ମହିଳା ଜଣକ

 ଗୋଟେପଟେ ସ୍ୱାମୀ, ଗୋଟେପଟେ ଝିଅ, କାହାକୁ ବାଛିଥାନ୍ତେ ମହିଳା ଜଣକ



 

ଗୋଟେପଟେ ସ୍ୱାମୀ, ଗୋଟେପଟେ ଝିଅ, କାହାକୁ ବାଛିଥାନ୍ତେ ମହିଳା ଜଣକ । ନିଜ ଗର୍ଭରେ ରଖି ଯାହାକୁ ଅନ୍ତଫାଡି ଜନ୍ମ ଦେଇଥିଲେ ନା ଯାହା ହାତଧରି ଭବିଷ୍ୟତର ସ୍ୱପ୍ନ ଦେଖୁଥିଲେ । ଏମିତି ଏକ ପରିସ୍ଥିତିରେ ବୋଧେ କେହି କେବେ ଜୀବନରେ ପଡ଼ିନଥିବେ । ଯେତେବେଳେ ନିଜ ଛୁଆ ଓ ନିଜ ସ୍ୱାମୀଙ୍କ ଭିତରୁ ଜଣଙ୍କୁ ବାଛିବାକୁ ପଡେ । ନା ଦଶମାସର କଷ୍ଟକୁ ଭୁଲିପାରୁଛନ୍ତି ନା ଜୀବନସାଥୀର ପ୍ରେମକୁ । ତଥାପି ମା'ର ମମତା ଆଗରେ ହାର ମାନିଯାଇଥିଲା ଜୀବନର ପ୍ରେମ ।

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...