AFFILIATE MARKETING

https://binomo.com?a=90810425bb57&t=0

Friday, August 18, 2023

ରାସ୍ତାରେ ଦୁର୍ଘଟଣା ହୋଇ ଜଳିଗଲା ବିମାନ: ୧୦ ମୃତ

 COASTAL NEWS 418

ରାସ୍ତାରେ ଦୁର୍ଘଟଣା ହୋଇ ଜଳିଗଲା ବିମାନ: ୧୦ ମୃତ



 

କ୍ୱାଲାଲୁମ୍ପୁର: ମାଲେସିଆର ଏକ ୪ ଲେନ୍‌ ବିଶିଷ୍ଟ ରାସ୍ତାରେ ଗୁରୁବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗି ଯାଇଥିଲା। ଫଳରେ ୮ ଯାତ୍ରୀ ନିଆଁରେ ପୋଡି ପ୍ରାଣ ହରାଇଥିବା ବେଳେ ରାସ୍ତାରେ ଯାଉଥିବା ୨ ଗାଡ଼ି ଚାଳକଙ୍କ ମଧ୍ୟ ମୃତ୍ୟୁ ଘଟିଛି।

ବିମାନଟି ରାସ୍ତାକୁ ଧକ୍କା ଦେବା ପରେ ବିସ୍ଫୋରଣ ହୋଇଥିଲା। ସେହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ଏକ କାର୍‌ର ଡ୍ୟାସ୍‌ କ୍ୟାମେରାରେ ଦୁର୍ଘଟଣା ବେଳର ଭିଡିଓ ଉତ୍ତୋଳନ ହୋଇଥିଲା। ବିମାନଟି ଲାଙ୍ଗକାଓ୍ବି ରିସର୍ଟ ଦ୍ୱୀପରୁ ରାଜଧାନୀ କ୍ୱାଲାଲୁମ୍ପୁରରେ ଥିବା ସୁଲ୍‌ତାନ ଅବଦୁଲ ଅଜିଜ ଶାହ ଏୟାରପୋର୍ଟ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି।

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...