AFFILIATE MARKETING

https://binomo.com?a=90810425bb57&t=0

Thursday, August 10, 2023

ମ୍ୟାନେଜମେଣ୍ଟ କୋଟାରେ ଏମ୍‌ବିବିଏସ୍‌ ସିଟ୍‌ରେ ନାମ ଲେଖାଇବା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ

 ମ୍ୟାନେଜମେଣ୍ଟ କୋଟାରେ ଏମ୍‌ବିବିଏସ୍‌ ସିଟ୍‌ରେ ନାମ ଲେଖାଇବା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ



ଭୁବନେଶ୍ବର : ମ୍ୟାନେଜମେଣ୍ଟ କୋଟାରେ ଏମ୍‌ବିବିଏସ୍‌ ସିଟ୍‌ରେ ନାମ ଲେଖାଇବା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ ମାମଲାର ୨ ଅଭିଯୁକ୍ତଙ୍କ ନିକଟରୁ ଜବତ ୪୬ ଲକ୍ଷ ଟଙ୍କାର ସମ୍ପତ୍ତିକୁ ବ୍ୟାଜାପ୍ତି କରିବାକୁ ପ୍ରବର୍ତ୍ତନ ନିର୍ଦେଶାଳୟ ଆବେଦନ କରିଛି । ଏ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭୁବନେଶ୍ୱରସ୍ଥିତ ସ୍ପେଶାଲ ପିଏମଏଲ୍ଏ ଅଦାଲତରେ ପ୍ରସିକ୍ୟୁସନ୍ ଅଭିଯୋଗ ଦାଖଲ କରିଥିବା ସୂଚନା ମିଳିଛି। ପ୍ରକାଶଯେ, ଅଭିଯୁକ୍ତମାନେ ଏମ୍‌ବିବିଏସ୍‌ ସିଟ୍‌ରେ ବିଭିନ୍ନ କଲେଜର ମ୍ୟାନେଜମେଣ୍ଟ କୋଟାରେ ନାମ ଲେଖାଇବା ନାଁରେ ବହୁ ଆଶାୟୀଙ୍କଠାରୁ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତଙ୍କ ବିରୋଧରେ ପ୍ରସିକ୍ୟୁସନ୍ ଅଭିଯୋଗ ଦାଖଲ କରିବା ସହ ୪୬ ଲକ୍ଷ ଟଙ୍କା ବ୍ୟାଜାପ୍ତି କରିବାକୁ ଆଦେଦନ କରିଛି।

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...