AFFILIATE MARKETING

https://binomo.com?a=90810425bb57&t=0

Tuesday, October 10, 2023

୨୨ ଜାନୁଆରୀ ୨୦୨୪ରେ ଅଯୋଧ୍ୟାରେ ପ୍ରଭୁ ରାମଚନ୍ଦ୍ରଙ୍କ ଭବ୍ଯ ରାମ ମନ୍ଦିର ପ୍ରତିଷ୍ଠା ନିମିତ୍ତ ପ୍ରସ୍ତୁତି

COASTAL NEWS ODIA 1086

*୨୨ ଜାନୁଆରୀ ୨୦୨୪ରେ ଅଯୋଧ୍ୟାରେ ପ୍ରଭୁ ରାମଚନ୍ଦ୍ରଙ୍କ ଭବ୍ଯ ରାମ ମନ୍ଦିର ପ୍ରତିଷ୍ଠା ନିମିତ୍ତ ପ୍ରସ୍ତୁତି...* 



*🚩 ଉଦଘାଟନର ଏକ ମାସ ପୂର୍ବରୁ ସମଗ୍ର ଭାରତର ୧ ଲକ୍ଷରୁ ଉର୍ଦ୍ଧ୍ବ ମନ୍ଦିରରେ ରାମ ସ୍ତୁତିର ଆୟୋଜନ ହେବ ।*

*🚩 ଅଯୋଧ୍ୟା ଦେଶ ବିଦେଶର ପର୍ଯ୍ୟଟକଙ୍କ ମୁଖ୍ଯ ଆକର୍ଷଣ ହେବାକୁ ଯାଉଛି ।*

*🚩ଏହା ଏକ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ହେବାକୁ ଯାଉଛି ।*

*🚩 ୧୬୦ ଦେଶରୁ ଭକ୍ତ ଏହି ସମାରୋହରେ ଉପସ୍ଥିତ ରହିବେ ।*

*🚩 ଏହି ଭବ୍ଯ ଆୟୋଜନକୁ ପ୍ରସାରଣ କରିବା ପାଇଁ ବର୍ତ୍ତମାନ ସୁଧା ବିଶ୍ବର ୬୫୦୦ ଚ୍ଯାନେଲ ନିଜକୁ ପଞ୍ଜିକୃତ କରାଇଛନ୍ତି ।*

*🚩 ପ୍ରଥମ ବର୍ଷ ୫ କୋଟି ଭକ୍ତ ପ୍ରଭୁ ରାମଚନ୍ଦ୍ରଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଆସିବାର ଆକଳନ କରାଯାଇଛି ।*

*🚩 ବହୁ ସଂଖ୍ୟାରେ 3-ଷ୍ଟାର ଓ 5-ଷ୍ଟାର ହୋଟେଲ ଅତିଥିଙ୍କର ସ୍ବାଗତ ପାଇଁ ପ୍ରସ୍ତୁତ, ଆହୁରି ଅନେକ ତିଆରି ବି ଚାଲିଛି ।*

*🚩 ଅଯୋଧ୍ୟାରେ ବିମାନ ବନ୍ଦର ଓ ରେଳ ଷ୍ଟେସନ୍ ଅତ୍ୟାଧୁନିକ ସୁବିଧା ସହ ପ୍ରସ୍ତୁତ ।*

*🚩ପବିତ୍ର ସରୟୁ ନଦୀ ତଟ ବି ପୁନରୁଦ୍ଧାର କରାଯାଇଛି, ଯାହା ଅଯୋଧ୍ୟାର ଶୋଭାକୁ ଦ୍ବିଗୁଣିତ କରିଛି ।*

*🚩 ସମ୍ପୂର୍ଣ୍ଣ ଅଯୋଧ୍ୟା ଓ ଆଖପାଖ ସ୍ଥାନ ଲକ୍ଷ ଲକ୍ଷ ଆଲୋକ ମାଳାରେ ଆଲୋକିତ ।*

*🙏ଏତିକି ଅନୁରୋଧ, ରାମ ଦରବାର ଦର୍ଶନ ପାଇଁ ଭାରତୀୟ ବେଶଭୂଷାରେ ଯାଆନ୍ତୁ ଓ ରାମ ମନ୍ଦିରର ଭବ୍ଯତାକୁ ଗାରିମାମୟ ବନାନ୍ତୁ ...*

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...