AFFILIATE MARKETING

https://binomo.com?a=90810425bb57&t=0

Tuesday, October 17, 2023

ଦୁର୍ଗା ପୂଜା ମଉଜ ର ଉତ୍ସାହକୁ ବର୍ଷା ନିରାଶ କରିବ

COASTAL NEWS ODIA 1166
ବର୍ଷା ଉଜାଡିବ ପୂଜା ମଉଜ 

ଦୁର୍ଗା ପୂଜା ମଉଜ ର ଉତ୍ସାହକୁ ବର୍ଷା ନିରାଶ କରିବ
 


ଭୁବନେଶ୍ୱର: (CNO ) ଭଞ୍ଜ ବିହାରୀ ମହାନ୍ତି - ଦୁର୍ଗା ପୂଜା ସମୟରେ ଓଡ଼ିଶାରେ ପୂଜାପାଠ ଓ ଦର୍ଶନରେ ବାଧା ସୃଷ୍ଟି ହୋଇପାରେ ବୋଲି ସ୍ଥାନୀୟ ମେଟି କାର୍ଯ୍ୟାଳୟରୁ ବିଶ୍ୱସ୍ତ ରିପୋର୍ଟରେ କୁହାଯାଇଛି।

ସର୍ବଶେଷ ପାଣିପାଗ ବୁଲେଟିନ୍ ରେ ପ୍ରକାଶ , ଦୁର୍ଗା ପୂଜାର ଉତ୍ସାହକୁ ବର୍ଷା ନିରାଶ କରିବ |  ପୂଜା ପୂର୍ବରୁ ଏକ ନିମ୍ନ ଚାପ ସୃଷ୍ଟି ହୋଇପାରେ |  ନିମ୍ନ ଚାପ ପ୍ରଭାବରେ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ |

ଏଥି ସହିତ ବଙ୍ଗୋପସାଗର ଏବଂ ଆରବ ସାଗରରେ ନିମ୍ନ ଚାପ ସୃଷ୍ଟି ହେବା ସମ୍ଭାବନା ରହିଛି।  ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।

ସେହିଭଳି ବଙ୍ଗୋପସାଗରର ପୂର୍ବ ଭାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।  ଫଳସ୍ୱରୂପ, ବଙ୍ଗୋପସାଗରରେ ନିମ୍ନ ଚାପର ସମ୍ଭାବନା ରହିଛି।  ଏହା ଧୀରେ ଧୀରେ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଆଡକୁ ଗତି କରିବ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...