AFFILIATE MARKETING

https://binomo.com?a=90810425bb57&t=0

Sunday, June 18, 2023

ଓଡ଼ିଆ ଆଇପିଏସଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡ ।

ଓଡ଼ିଆ ଆଇପିଏସଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡ ।



ଓଡ଼ିଆ ଆଇପିଏସଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡ । ତାମିଲନାଡୁର ପୂର୍ବତନ ସ୍ପେଶାଲ ଡ଼ିଜିପିଙ୍କୁ ଜେଲ୍‌ଦଣ୍ଡ । ଜେଲ୍‌ଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ହୋଇଛି । ଦଣ୍ଡାଦେଶ ଦେଲେ ଭୀଲୁପୁରମ୍ ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ । ମହିଳା ଆଇପିଏସଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଜେଲ୍ ଯାଇଥିଲେ ତାମିଲନାଡୁ କ୍ୟାଡରର ଓଡ଼ିଆ ଆଇପିଏସଙ୍କୁ ରାଜେଶ ଦାସ ।


ଅଭିଯୋଗ ଅନୁସାରେ, ରାଜ୍ୟର କେନ୍ଦ୍ରୀୟ ଜିଲ୍ଲାମାନଙ୍କରେ ଦୁହେଁ ଡିୟୁଟି କରୁଥିବା ବେଳେ ଦାସ ଉକ୍ତ କନିଷ୍ଠ ପୋଲିସ ଅଧିକାରିଣୀଙ୍କ ସହିତ ଅଭଦ୍ରୋଚିତ ଆଚରଣ କରିଥିଲେ । ସେତେବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ‘ଅଲ୍‌ ଇଣ୍ଡିଆ ଦ୍ରାବିଡ଼ ମୁନ୍ନେତ୍ର କାଜ୍‌ଗମ୍‌’ର ନେତା ଏଡାପ୍ପଡ଼ି ପଲାନୀସ୍ବାମୀ । ମୁଖ୍ୟମନ୍ତ୍ରୀଙ୍କ ସିକ୍ୟୁରିଟି ଡିୟୁଟିରେ ଦୁହେଁ ଯାଉଥିବା ବେଳେ ଉପରୋକ୍ତ ଘଟଣା ଘଟିଥିଲା ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...