AFFILIATE MARKETING

https://binomo.com?a=90810425bb57&t=0

Friday, June 9, 2023

ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି ପ୍ରାଇମ ମିସାଇଲର ସଫଳ ପରୀକ୍ଷଣ

 ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି ପ୍ରାଇମ ମିସାଇଲର ସଫଳ ପରୀକ୍ଷଣ




ନୂଆ ପିଢିର ବାଲିଷ୍ଟିକ ଅଗ୍ନି ପ୍ରାଇମ ମିସାଇଲର ସଫଳ ପରୀକ୍ଷଣ । ଗତକାଲି ରାତି ୭ଟା ୩୦ ମିନିଟରେ ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ହୋଇଛି ପରୀକ୍ଷଣ । ପୂର୍ବରୁ ଏହାର ୩ଟି ସଫଳ ପରୀକ୍ଷଣ ହୋଇଛି । ଏବେ ଏହାର ପ୍ରଥମ ପ୍ରି ଇଣ୍ଡକ୍ସନ ନାଇଟ ଲଞ୍ଚ୍‌ କରାଯାଇଛି ।


ଫ୍ଲାଇଟ ଟେଷ୍ଟରେ ଏହାର ସମସ୍ତ ଉଦ୍ଦେଶ୍ୟ ସଫଳ ହୋଇଛି । ସଫଳତାର ସହ ସମସ୍ତ ଟାର୍ଗେଟକୁ ଧ୍ୱଂସ କରିଛି ଅଗ୍ନି ପ୍ରାଇମ ମିସାଇଲ । ମିସାଇଲକୁ ଟ୍ରାକ କରିବାକୁ ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ସହ ଟର୍ମିନାଲରେ ୨ଟି ଡାଉନରେଞ୍ଜ ଜାହାଜ ମୁତୟନ କରାଯାଇଥିଲା ।


ଏହି ସଫଳତା ପାଇଁ DRDOକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅଗ୍ନି ପ୍ରାଇମ ମିସାଇଲ ଅଗ୍ନି ସିରିଜର ନୂଆ ପିଢିର ମିସାଇଲ । ଏହି ମିସାଇଲ ଏକା ସଙ୍ଗରେ ଶତ୍ରୁର ଏକାଧିକ ଟାର୍ଗେଟକୁ ଧ୍ୱଂସ କରିପାରିବ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...