AFFILIATE MARKETING

https://binomo.com?a=90810425bb57&t=0

Sunday, June 18, 2023

ଶବକୁ ଅସମ୍ମାନ, ସାଇକେଲରେ ବୁହାହେଲା ଶବ

 ଶବକୁ ଅସମ୍ମାନ, ସାଇକେଲରେ ବୁହାହେଲା ଶବ



ଶବକୁ ଅସମ୍ମାନ। ସାଇକେଲରେ ବୁହାହେଲା ଶବ। ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ବିନିକା ମେଡିକାଲରେ। ମେଘଲା ଗାଁର ମହିଳା ରୁକ୍ମିଣୀ ସାହୁ ଅଂଶୁଘାତର ଶିକାର ହେବା ପରେ ବିନିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ମୃତଦେହ ନେବା ପାଇଁ ମହାପ୍ରୟାଣ ଗାଡି ଖୋଜିଥିଲେ। ମାତ୍ର ଗାଡି ନଆସିବାରୁ ଶେଷରେ ସାଇକେଲରେ ମୃତଦେହ ନେଇଥିଲେ ପରିବାର ଲୋକେ।


ରାଜ୍ୟରେ ଏଘଟଣା ନୂଆ ନୁହେଁ ସତ। କିନ୍ତୁ ବାରମ୍ୱାର ଏଭଳି ଘଟଣା ସାମ୍ନାକୁ ଆସୁଛି। ଏନେଇ ନା କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ନା କୌଣସି ସାହାଯ୍ୟ କରାଯାଉଛି। କିନ୍ତୁ ବାରମ୍ୱାର ଏଭଳି ଘଟଣା ସାମ୍ନାକୁ ଆସୁଛି।

No comments:

COASTAL NEWS

ଚାଷୀଙ୍କ ଖାତାକୁ ସିଏମ -କିଷାନ ଟଙ୍କା — ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ପଦକ୍ଷେପ

ଚାଷୀଙ୍କ ଖାତାକୁ ସିଏମ -କିଷାନ ଟଙ୍କା — ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ପଦକ୍ଷେପ ନମସ୍କାର। ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ଉପସ୍ତାପକ ଶ...