AFFILIATE MARKETING

https://binomo.com?a=90810425bb57&t=0

Sunday, June 25, 2023

ପଶ୍ଚିମବଙ୍ଗରେ ବଡ଼ ରେଳ ଦୁର୍ଘଟଣା,

 ପଶ୍ଚିମବଙ୍ଗରେ ବଡ଼ ରେଳ ଦୁର୍ଘଟଣା, ଘଟଣାସ୍ଥଳରେ ରେସ୍କ୍ୟୁ ଅପରେସନ ଜାରି



ପୁଣି ଟ୍ରେନ୍‌ ଟ୍ରାଜେଡି । ପଶ୍ଚିମବଙ୍ଗରେ ବଡ଼ ରେଳ ଦୁର୍ଘଟଣା । ବାଙ୍କୁଡାରେ ଦୁଇ ମାଲବାହୀ ଗାଡ଼ି ମୁହାଁମୁହିଁ । ଦୁର୍ଘଟଣାରେ ୧୩ଟି ଓ୍ଵାଗନ ଲାଇନଚ୍ୟୁତ ହୋଇଛି। ଖଡ଼ଗପୁର-ବଙ୍କୁରା-ଆଦ୍ରା ଲାଇନରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ରେସ୍କ୍ୟୁ ଅପରେସନ ଜାରି ରହିଛି। ଆଜି ଭୋର ୪ଟା ବେଳେ ଏହି ଅଘଟଣ ଘଟିଛି । ସୂଚନା ଅନୁସାରେ ଗୋଟିଏ ମାଲଗାଡିକୁ ଆଉ ଏକ ମାଲଗାଡି ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ମାଲଗାଡ଼ିର ଜଣେ ଲୋକ ପାଇଲଟ ଆହତ ହୋଇଛନ୍ତି।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...