AFFILIATE MARKETING

https://binomo.com?a=90810425bb57&t=0

Monday, December 4, 2023

ଭଡ଼ାଘର ବାଡ଼ିପଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

COASTAL NEWS ODIA 1555

ଭଡ଼ାଘର ବାଡ଼ିପଟରୁ ଯୁବକଙ୍କ ମୃତଦେହ ଉଦ୍ଧାର



ପଟ୍ଟାମୁଣ୍ଡାଇ-(CNO) ଆଳି ବ୍ଲକ ଅନ୍ତର୍ଗତ ନାଟରା ଗ୍ରାମର କାଠମିସ୍ତ୍ରୀ ପ୍ରଦୀପ ସୂତାରଙ୍କ ମୃତଦେହ ସେ ରହୁଥିବା ଭଡ଼ାଘର ବାଡ଼ିପଟ ଗଛମୂଳରୁ ଉଦ୍ଧାର କରାଯାଇଛି। ପ୍ରଦୀପ ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ ପୋଖରିଆପଡା ଗ୍ରାମରେ ଘର ଭଡା ନେଇ ଦୀର୍ଘବର୍ଷ ଧରି ରହି ଆସୁଥିଲେ। 

ପ୍ରଦୀପ ଦୀର୍ଘ ଦିନ ଧରି କାଠ ମିସ୍ତ୍ରୀ ଭାବେ କାମ କରି ପରିବାର ଚଳାଉଥିଲେ।ଗତ ଶନିବାର  ରାତିରେ ପ୍ରଦୀପଙ୍କ ମୃତଦେହ ସେ ରହୁଥିବା ଭଡ଼ାଘର ବାଡିପଟରେ ଥିବା କରମଙ୍ଗା ଗଛ ମୂଳରେ ପଡ଼ିଥିବା ବେଳେ ଡାଳରେ ଏକ ଗାମୁଛା ବନ୍ଧା ଯାଇଥିବା ଦେଖିବାକୁ ମିଳିଛି । 

ତେବେ ପ୍ରଦୀପଙ୍କ ଦେହରେ ସାମାନ୍ୟ କ୍ଷତ ଚିହ୍ନ ଥିବା ଜଣାପଡ଼ିଛି । ଏ ସମ୍ପର୍କରେ ସ୍ଥାନୀୟ ଲୋକେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୁଲିସକୁ ଜଣାଇଥିଲେ।ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀ ରଞ୍ଜିତ ମହାନ୍ତି ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...