AFFILIATE MARKETING

https://binomo.com?a=90810425bb57&t=0

Friday, December 22, 2023

ସଂକ୍ଷିପ୍ତ ସମ୍ବାଦ

COASTAL NEWS ODIA 1598

*ସଂକ୍ଷିପ୍ତ ସମ୍ବାଦ* 

*ତାରିଖ ୨୨/୧୨/୨୩, ଶୁକ୍ରବାର*



ଭୁବନେଶ୍ବର - (CNO) *୧-ଜାନୁଆରୀ ୧୭ରେ ଲୋକାର୍ପିତ ହେବ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ମହାପ୍ରଭୁଙ୍କୁ ଅର୍ପଣ କରାଗଲା ନିମନ୍ତ୍ରଣ ପତ୍ର।*

*୨-ରାଜ୍ୟରେ ଡିସେମ୍ବର ୨୨ ପର ଠାରୁ ଶୀତ କମିବା ସହ କୁହୁଡି ବଢିବ।*

*୩-ନନ୍ଦନକାନନକୁ ଆସିବ ଅଷ୍ଟ୍ରେଲିୟାର କଙ୍ଗାରୁ : ନୂଆ ପ୍ରୋଜେକ୍ଟରେ ଖୋଲିବ ଟନେଲ ଆକ୍ବାରିୟମ, ଜଳପକ୍ଷୀ ଅଭୟାରଣ୍ୟ,ନାଇଟ ସଫାରୀ।*

*୪-୫-ଟି ଅଧ୍ୟକ୍ଷଙ୍କ କଟକ ଗସ୍ତ, ଚଣ୍ଡୀ ମନ୍ଦିର ରୂପାନ୍ତର କାମ ସାରିବାକୁ ନିର୍ଦ୍ଦେଶ।*

*୫-ବୁର୍ଲା ଭୀମସାରରୁ କଟକ ଏସସିବିକୁ ସ୍ଥାନାନ୍ତର ହେଲା ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ।*

*୬-ଆଜି ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗସ୍ତ।ଢେଙ୍କାନାଳର ଯୋରନ୍ଦା ପୀଠରେ ପୁନଃବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।*

*୭-ଅପେକ୍ଷାର ଅନ୍ତ ; ଅନୁଭବ-ବର୍ଷା, ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟଙ୍କ ଅନୁମତି।*

*୮-ବିଏସକେୱାଇର କଳେବର ବୃଦ୍ଧି: ସହଭାଗୀ ହେଲେ ୮୧୬ ଘରୋଇ ସୁପର ସ୍ପେସିଆଲିଟି ହସ୍ପିଟାଲ, ଚିକିତ୍ସା ବାବଦ ଖର୍ଚ୍ଚରେ ୧୦୭ ପ୍ରତିଶତ ବୃଦ୍ଧି।*

*୯-ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କୋଟିପତି ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ।*

*୧୦-ଭୁବନେଶ୍ୱର:ଦୁର୍ଘଟଣା ଏଡାଇବାକୁ ନୂଆ ଫର୍ମୂଲା:ଭାରିଯାନ ଚାଳକଙ୍କ ପାଇଁ କରାଗଲା ମାଗଣା ଚା’ ଓ ବିଶ୍ରାମ ବ୍ୟବସ୍ଥା।*

*୧୧-କଟକ:ରାଜ୍ୟରେ ବଢି ଚାଲିଛି ସାଇବର ଠକେଇ, ଗୋଟିଏ ବର୍ଷରେ ୧୦ କୋଟି ଟଙ୍କା ଚଳୁ କରିଦେଇଛନ୍ତି ଅଦୃଶ୍ୟ ବ୍ୟକ୍ତି।*

*୧୨-ନୟାଗଡ଼:୨ଟି ପୃଥକ୍  ଘଟଣା; କୂଅରେ ପଡି ୨ ଶିଶୁ କନ୍ୟା ମୃତ।*

*୧୩-ଭୁବନେଶ୍ୱର:ଡିସ୍‌କାଉଣ୍ଟରେ କାର୍ ଦେବାକୁ କହି ୪୦ କୋଟି ଟଙ୍କାର ଠକେଇ, ଠକ ଦମ୍ପତି ଅଟକ।*

*୧୪-କିଟ୍ ଓ କିସରେ ଜାତୀୟ ବିଶ୍ୱବିଦ୍ୟାଳୟ ସନ୍ତରଣ ଓ ଯୋଗାସନ ଚାମ୍ପିଅନସିପ୍ ଉଦଘାଟିତ୍।*

*୧୫-ରାଉରକେଲାରେ ହଇଜା ସ୍ଥିତି ନିୟନ୍ତ୍ରଣଧୀନ ରହିଛି, ଗୁରୁତର ରୋଗୀଙ୍କ ସଂଖ୍ୟା କମିଛି : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।*

*୧୬-ନୁଆ ଦିଲ୍ଲୀ:ସଞ୍ଜୟ ସିଂହ ଭାରତୀୟ କୁସ୍ତି ସଂଘର ସଭାପତି ନିର୍ବାଚିତ।*

*୧୭-କଡ଼ ଲେଉଟାଇବା ପରେ ଭୟ ବଢ଼ାଉଛି କରୋନାର ନୂଆ ଭାରିଆଂଟ: ୨୪ ଘଂଟାରେ କେରଳରେ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ।*

*୧୮-ନୂଆ ଦିଲ୍ଲୀ:ଏଣିକି ନକଲି ସିମ୍‌ ପାଇଁ ୩ ବର୍ଷ ଜେଲ୍‌, ୫୦ ଲକ୍ଷ ଜରିମାନା;*

*୧୯-ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନର ନିଯୁକ୍ତି ବିଲ୍‌ ଲୋକସଭାରେ ପାରିତ।*

*୨୦-ପାର୍ଲ:ସାମସନଙ୍କ ଶତକ,ଅର୍ଶଦୀପଙ୍କୁ ୪ ଓ୍ବେକେଟ୍, ଦିନିକିଆ ଶୃଙ୍ଖଳା ଜିତିଲା ଭାରତ।*

.                   

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...