AFFILIATE MARKETING

https://binomo.com?a=90810425bb57&t=0

Friday, December 29, 2023

*ଖବର ଆଜିର*

COASTAL NEWS ODIA 1618

*ଖବର ଆଜିର* 
*ତାରିଖ ୨୯/୧୨/୨୩, ଶୁକ୍ରବାର*



*୧-ଭୁବନେଶ୍ୱର: ନିଯୁକ୍ତି ପାଇଲେ ୨୪୭୩ ଚିକିତ୍ସାଧିକାରୀ , ଶ୍ରେଷ୍ଠ ସେବା ପ୍ରଦାନ ପାଇଁ ଚେଷ୍ଠା କର:ପାଣ୍ଡିଆନ୍।*

*୨-ଭୁବନେଶ୍ୱର: ଶିତ କମିଛି,୧୬ ଜିଲ୍ଲାକୁ ଘନ କୁହୁଡି ସତର୍କତା।*

*୩-ନନ୍ଦପୁର:ପାତାଳିରେ ବୁଡିଲା ଦେଶୀ ଡଙ୍ଗା,ଜଣେ ମୃତ,୪ ନିଖୋଜ।*

*୪-ଆନନ୍ଦପୁର: ବଣଭୋଜି ବସ୍ ଦୁର୍ଘଟଣାଗ୍ରସ୍ତ,୨୦ ଛାତ୍ର ଆହତ,୨ ଗୁରୁତରଙ୍କୁ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର।*

*୫-SCBରେ ରୋଗୀ ସେବା ବ୍ୟାହତ, ୮ଦିନ ହେବ ଅଚଳ ଜରୁରୀ କାଳୀନ ବିଭାଗ ଲିଫ୍ଟ।*

*୬-ନୂଆ ବର୍ଷ ପାଇଁ ପୁରୀରେ ଭକ୍ତଙ୍କ ଭିଡ଼,୩୧ ରାତି ସାରା ମନ୍ଦିର ଖୋଲା।*

*୭-ଢେଙ୍କାନାଳ ଅନନ୍ତ ଶୟନ କ୍ଷେତ୍ରର ବିକାଶ ଓ ଉନ୍ନୟନ ପାଇଁ ଅର୍ଥ ମଞ୍ଜୁର, ଧନ୍ୟବାଦ ସଭାରେ ଯୋଗଦେଲେ 5-T ଅଧ୍ୟକ୍ଷ।*

*୮-ବଲାଙ୍ଗୀର:ହାଉସ ସର୍ଜନ ଛାତ୍ରଙ୍କୁ ଆକ୍ରମଣ, ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜରେ ଉତ୍ତେଜନା।*

*୯-ଭୁବନେଶ୍ୱର ବିମାନବନ୍ଦର ଠାରୁ କଟକ ନେତାଜୀ ବସ୍ ଟର୍ମିନାଲ ପର୍ଯ୍ୟନ୍ତ ଚାଲିବ ମେଟ୍ରୋ ଟ୍ରେନ୍।*

*୧୦-ପୁରୀ:ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳକୁ ଏନ୍‌କାଉଣ୍ଟର; ଡାକ୍ତରଖାନାରେ ଭର୍ତ୍ତି।*

*୧୧-ନୂଆ ବର୍ଷ ପୂର୍ବରୁ ଭୁବନେଶ୍ବରରେ ଫୁଟିଲା ଗୁଳି । କୁଖ୍ୟାତ ଅପରାଧୀ ରଘୁ ବିଶ୍ଵାଳକୁ କମିଶନରେଟ୍ ପୋଲିସର ଏନ୍‌କାଉଣ୍ଟର।*

*୧୨-ଭୁବନେଶ୍ୱର:OJS ରେଜଲ୍ଟ; କିଟ୍ ର ତିନି ଛାତ୍ରୀ ପାଇଲେ ସଫଳତା।*

*୧୩-ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ । ଦିନକରେ ୬୯୨ ସଂକ୍ରମିତ ଚିହ୍ନଟ, ୨୪ଘଂଟାରେ ଗଲା ୬ଜଣଙ୍କ ଜୀବନ।*

*୧୪-କେନ୍ଦ୍ରାପଡାର ଗୋବରୀ ନଦୀ ତିନିମୁହାଣୀ ଛକ ଉପରେ କେବେ ସରିବ ପୋଲ କାମ । ଦିନ ଗଡୁଛି ହେଲେ ନିର୍ମାଣଧିନ ଭାଙ୍ଗା ପୋଲର ହେଉନାହିଁ ପୁନଃନିର୍ମାଣ।*

*୧୫-ବାଲିଗୁଡ଼ା:ଏସିଡ୍ ଆକ୍ରମଣରେ ବାପ-ପୁଅଙ୍କ ସମେତ ୩ ଆହତ, ଆକ୍ରମଣକାରୀକୁ କାବୁ କଲେ ସ୍ଥାନୀୟ ଲୋକେ।*

*୧୬-ରଙ୍ଗିନ ପୋଷ୍ଟରରେ ଝଲସୁଛି ଅଯୋଧ୍ୟା, ସହରରେ ମଦ ଓ ମାଂସ ବିକ୍ରି ନିଷିଦ୍ଧ।*

*୧୭-ନୂଆ ଦିଲ୍ଲୀ:ଅଟା, ଡାଲି ପରେ ଚାଉଳ ଦରରେ ମିଳିବ ଆଶ୍ୱସ୍ତି, ୨୫ ଟଙ୍କାରେ କିଲେ ଚାଉଳ ବିକ୍ରି କରିବେ ସରକାର !*

*୧୮-ଜୋମାଟୋକୁ ୪୦୧ କୋଟିର ଜିଏସ୍‌ଟି ନୋଟିସ୍, କମ୍ପାନି କହିଲା- ଆଇନଗତ ଉପାୟରେ ଦେବୁ ଉତ୍ତର।*

*୧୯-କୂଟନୀତିରେ ଭାରତକୁ ବଡ ସଫଳତା । କତାରରେ ଭାରତର ୮ ପୂର୍ବତନ ନୌସେନା ଅଧିକାରୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ଲାଗିଲା ରୋକ।*

*୨୦-ଅଯୋଧ୍ୟା ଯିବେ ମୋଦୀ, ଉଦଘାଟନ କରିବେ ଅଯୋଧ୍ୟା ଧାମ ଜଙ୍କସନ ଓ ଅମୃତ ଭାରତ ଟ୍ରେନ୍।*

*୨୧-୯୬ ଲକ୍ଷ ତୀର୍ଥଯାତ୍ରୀ ପରିଦର୍ଶନ କଲେ ବୈଷ୍ଣୋଦେବୀଙ୍କ ପବିତ୍ର ଗୁମ୍ଫା।*

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...