AFFILIATE MARKETING

https://binomo.com?a=90810425bb57&t=0

Sunday, December 3, 2023

ଫେଲ୍ ମାରିଲା ଏକଜିଟ୍‌ ପୋଲ ଆକଳନ ,ତିନି ରାଜ୍ୟରେ ବିଜେପି ର ନିରଙ୍କୁଶ ସଂଖ୍ୟାଗରିଷ୍ଠତା

COASTAL NEWS ODIA 1548

ଫେଲ୍ ମାରିଲା ଏକଜିଟ୍‌ ପୋଲ ଆକଳନ ,ତିନି ରାଜ୍ୟରେ ବିଜେପି ର ନିରଙ୍କୁଶ ସଂଖ୍ୟାଗରିଷ୍ଠତା 



ରାଜସ୍ଥାନ ଫଳାଫଳ (CNO ) ରାଜସ୍ଥାନରେ ମୋଟ 199 ଆସନରୁ ବିଜେପି ମୋଟ 117 ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ 67 ଟି ଆସନରେ ବିଜୟଲାଭ କରି ମ୍ୟାଜିକ୍ ନମ୍ବର ଅତିକ୍ରମ କରି  ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଛି । ବସୁନ୍ଧରା ରାଜେ ଏବଂ ଦୀୟା କୁମାରୀ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । 


ତେଲଙ୍ଗାନା ଫଳାଫଳ (CNO ) ତେଲଙ୍ଗାନାରେ ଚମତ୍କାର ପ୍ରଦର୍ଶନ କରିଛି କଂଗ୍ରେସ । ରେଓ୍ବନ୍ତ ରେଡ୍ଡିଙ୍କ ନେତୃତ୍ବରେ କଂଗ୍ରେସ ଦମଦାର ପ୍ରଦର୍ଶନ କରୁଛି । ଦଳ ଏବେ 63 ଟି ସିଟ୍‌ରେ ଜିତିଥିବା ବେଳେ  KCRଙ୍କ BRS 40 ଟି ସିଟ୍‌ରେ ବିଜୟ ଲାଭ କରିଛି । ସେହିଭଳି ବିଜେପି ମଧ୍ୟ ଭଲ ପ୍ରଦର୍ଶନ କରିଛି । ଦଳ 8 ଟି ସିଟ୍‌ରେ ବିଜୟ ଲାଭ କରିଛି ।


ମଧ୍ୟ ପ୍ରଦେଶ ଫଳାଫଳ (CNO ) ମଧ୍ୟପ୍ରଦେଶରେ ପୁଣି ବିଜେପି ସରକାର l ମୋଟ ବିଧାନସଭା ସିଟ୍ ସଂଖ୍ୟା 230 ମଧ୍ୟରୁ ବିଜେପି 164 ସିଟ୍ବ ରେ ବିଜୟଲାଭ କରିଥିବା ବେଳେ    ବ୍ୟାକଫୁଟ୍‌ରେ କଂଗ୍ରେସ l କଂଗ୍ରେସ 65 ସିଟ ରେ ବିଜୟ ହାସଲ କରିଛି ।


ଛତିଶଗଡ଼ ନିର୍ବାଚନ ଫଳାଫଳ (CNO ) ଛତିଶଗଡ଼  ଭୋଟ ଗଣତି ଫଳାଫଳ ଘୋଷଣା ହୋଇଯାଇଛି । ମୋଟ ସିଟ୍ ସଂଖ୍ୟା 90 ରୁ ବିଜେପି 56 ଆସନରେ ବିଜୟ ହାସଲ କରି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ବଜାୟ ରଖିଛି l କଂଗ୍ରେସ 34 ଟି ଆସନରେ ବିଜୟ ହାସଲ କରି ରାଜ୍ୟ ଶାସନ ରୁ ଅବସର ନେଇଛି  ରାଜ୍ୟରେ ବିଜେପି ପୂର୍ବ ନିର୍ବାଚନରେ ହରାଇଥିବା ଶାସନ ଫେରି ପାଇଛି ।  

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...