AFFILIATE MARKETING

https://binomo.com?a=90810425bb57&t=0

Wednesday, December 6, 2023

ସଂକ୍ଷିପ୍ତ ସମ୍ବାଦ

COASTAL NEWS ODIA 1563

ସଂକ୍ଷିପ୍ତ ଖବର 



୧-ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା! ଚୌଦ୍ୱାର ଓ ସମ୍ବଲପୁରରେ ୱେଲ୍ସସ୍ପୁନ ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ପ୍ୟାକେଜ, ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୦ ପ୍ରସ୍ତାବକୁ ମଞ୍ଜୁରୀ।

୨-ଐତିହାସିକ ବାଲିଯାତ୍ରା ଉଦଯାପିତ,୯ ଦିନରେ ହେଲା ୩୦୦ କୋଟି କାରବାର।

୩-ଆୟ ବର୍ହିଭୁତ ସମ୍ପତ୍ତି ମାମଲା ରୁଜୁରେ ଓଡିଶା ଭିଜିଲାନ୍ସ ଏକ ନମ୍ବର।

୪-ଭୁବନେଶ୍ୱର:ହଜାରେ ପୁଅରେ ୯୨୫ ଝିଅ,ଦେଶରେ ଷଷ୍ଠ ସ୍ଥାନରେ ଓଡ଼ିଶା।

୫-ଭୁବନେଶ୍ୱର: ଶିକ୍ଷା ପ୍ରଶାସନ କ୍ଷେତ୍ରରେ ରାଜ୍ୟର ୪ ଶିକ୍ଷା ଅଧିକାରୀଙ୍କୁ ମିଳିବ ଜାତୀୟ ପୁରସ୍କାର।

୬-ଆଜି ଝାରପଡ଼ା ଜେଲରୁ ମୁକୁଳିବେ ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ, ବଦଳିବ ଘର ଠିକଣା।

୭-ତ୍ରିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ।

୮-କଟକରୁ ପୁରୀ ବସ୍‌ଷ୍ଟାଣ୍ଡକୁ ମୋ ବସ୍ ଏକ୍ସପ୍ରେସ୍ ସେବା ଆରମ୍ଭ।

୯-କୋରାପୁଟ:କଫିି ଚାହିଦା ଦେଖି ଓଡିଶାରେ ୧.୫ ଲକ୍ଷ ହେକ୍ଟର କଫି ଚାଷ କରିବାକୁ ଲକ୍ଷ୍ୟ, ଆନନ୍ଦରେ ଚାଷୀ।

୧୦-୧୭ରେ ବାର କାଉନସିଲ ଅଫ ଇଣ୍ଡିଆର ଓଡ଼ିଶା ସଦସ୍ୟ ପଦ ପାଇଁ ହେବ ନିର୍ବାଚନ।

୧୧-ନୂଆ ଦିଲ୍ଲୀ:ଗୋଗାମେଡିଙ୍କୁ ହତ୍ୟା କରିଛି ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ, ପୋଷ୍ଟ କରି ନିଜକୁ ଦାୟୀ କଲା ରୋହିତ ଗୋଦାରା।

୧୨-ଇତିହାସ ରଚିଲା ସେୟାର ବଜାର, ପ୍ରଥମ ଥର Sensex ୬୯୦୦୦ସ୍ତରକୁ ପାର, ନିଫ୍ଟିର ମଧ୍ୟ ନୂଆ ରେକର୍ଡ।

୧୩-ଦର୍ଶକଙ୍କ ହୃଦୟ ଜିତିଲା ସିନେମା ଡଙ୍କିର ପ୍ରଥମ ଟ୍ରେଲର । କିଙ୍ଗ୍ ଖାନଙ୍କ ଚମତ୍କାର ଅଭିନୟକୁ ମିଳୁଛି ପ୍ରଶଂସା।

୧୪-ଲ୍ୟାଣ୍ଡଫଲ କଲା ବାତ୍ୟା ମିଗଜୋମ । ଆନ୍ଧ୍ରର ବାପଟଲାରେ ସ୍ଥଳଭାଗ ଛୁଇଁଲା, ପବନର ବେଗ ୯୦ରୁ ଶହେ କିଲୋମିଟର।

୧୫-ଚେନ୍ନାଇ: ସାମୁଦ୍ରିକ ବାତ୍ୟା ମିଗଜୋମ୍ ପ୍ରଭାବରେ ୧୨ ମୃତ।

୧୬-ବାତ୍ୟା ପ୍ରଭାବରେ ଓଡ଼ିଶାରେ ଦୁଇ ଦିନ ପ୍ରବଳ ବର୍ଷା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି।

୧୭-ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଜପତି ଜିଲାରେ ଆଜି ସମସ୍ତ ସ୍କୁଲ ଛୁଟି।

୧୮-ଜିଲ୍ଲା ଦାବି ନେଇ ୭ରେ ଟିଟିଲାଗଡ଼ ବନ୍ଦ।

୧୯-ରେବନ୍ତ ରେଡ୍ଡୀ ତେଲଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ।ଡିସେମ୍ବର ୭ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି।

୨୦-ଆରଜେଡି ନେତା ଶିବାନନ୍ଦ ତୱାରୀଙ୍କୁ ୧ ବର୍ଷର ଦଣ୍ଡ, ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଏବଂ ସଞ୍ଜୟ ଝାଙ୍କୁ ବିଷୟରେ କହିଥିଲେ ଆପତ୍ତିଜନକ ଟିପ୍ପଣୀ

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...