AFFILIATE MARKETING

https://binomo.com?a=90810425bb57&t=0

Wednesday, December 13, 2023

ଦଶିପୁର ପଞ୍ଚାୟତ କାର୍ଯ୍ୟାଳୟ, କଲ୍ୟାଣ ମଣ୍ଡପର ଶିଳାନ୍ୟାସ

COASTAL NEWS ODIA 1581

ଦଶିପୁର ପଞ୍ଚାୟତ କାର୍ଯ୍ୟାଳୟ, କଲ୍ୟାଣ ମଣ୍ଡପର ଶିଳାନ୍ୟାସ


ଆଳି - (CNO ): ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ପଞ୍ଚାୟତରେ ଦଶିପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ କଲ୍ୟାଣ ମଣ୍ଡପର ଶିଳାନ୍ଯାସ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏହି ସମାରୋହରେ  ମୁଖ୍ୟ ଅତିଥ୍ ଭାବେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗ ଦେଇ ଶିଳାନ୍ୟାସ କରିଛନ୍ତି।

ମନ୍ତ୍ରୀ ଶ୍ରୀ ଦେବ ବାଳିତର ଘାଟ ନିକଟରେ ପହଞ୍ଚିବା ପରେ ଶତାଧିକ କର୍ମୀ ତାଙ୍କୁ ଶୋଭାଯାତ୍ରାରେ ସଭା ସ୍ଥଳକୁ ପାଛୋଟି ନେଇଥିଲେ । ସମ୍ମାନିତ ଅତିଥ୍ ଭାବେ ଆଳି ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ସାମଲ, ଅନ୍ୟତମ ଅତିଥୁ ଭାବେ ଦଶିପୁର ସରପଞ୍ଚ ପ୍ରଦ୍ୟୋତ ମହାନ୍ତି, ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ରାଉତ ଯୋଗ ଦେଇଥିଲେ ।ଦଶିପୁର କଲ୍ୟାଣ ମଣ୍ତପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବ ।ଏହି କଲ୍ୟାଣ ମଣ୍ଡପ ନିର୍ମାଣ ହେବା ଦ୍ଵାରା ଲୋକମାନଙ୍କର ବିବାହ ବ୍ରତ ସଭା ସମିତି କରିବାରେ ସହାୟକ ହେବ ବୋଲି ଉପସ୍ଥିତ ଅତିଥି ମାନେ ମତପ୍ରକାଶ କରିଥିଲେ

ଏହି ସମାରୋହରେ ଜିଲ୍ଳା ପରିଷଦ ସଭ୍ୟ ପ୍ରତାପ ବେହେରା, ଆଳି ବିଜେଡି ଡିଜିଟାଲ ସେକ୍ରେଟାରୀ ତଥା ସମିତି ସଭ୍ୟ ପ୍ରତିନିଧ୍ଵ ସୁରେଶ ବରଜ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜଗନ୍ନାଥ ସାମଲ, ରବୀନ୍ଦ୍ର ମଳିକ, ଅଞ୍ଜନ ମଳିକ, ଚିରଞ୍ଜୀବ ଦାଶ ପ୍ରମୁଖ ପରିଚାଳନା କରିଥିଲେ।  

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...