AFFILIATE MARKETING

https://binomo.com?a=90810425bb57&t=0

Wednesday, December 13, 2023

ପାର୍ଲିଆମେଣ୍ଟ ଉପରେ ଆତଙ୍କବାଦୀଙ୍କ ଅକ୍ରମଣ

COASTAL NEWS ODIA 1579

ପାର୍ଲିଆମେଣ୍ଟ ଉପରେ ଆତଙ୍କବାଦୀଙ୍କ ଅକ୍ରମଣ 



ନୂଆଦିଲ୍ଲୀ - (CNO) : ଲୋକସଭା ରେ ଆତଙ୍କବାଦୀ ଆକ୍ରମଣ ର ବାର୍ଷିକୀ ଅବସରରେ ଲୋକସଭାରେ ବଡ଼ ଧରଣର ସୁରକ୍ଷା ଭଙ୍ଗ । ଅଧିବେଶନ ଚାଲିଥିବା ବେଳେ ଭିଜିଟର୍ସ ଗ୍ୟାଲେରୀରୁ ଲୋକସଭା ଭିତରକୁ ଡେଇଁଲେ ୨ ଜଣ ବ୍ୟକ୍ତି । କିଛି ନାରା ଦେଇ ଏମାନେ ଭିଜିଟର୍ସ ଗ୍ୟାଲେରୀରୁ ଲୋକସଭା ଭିତରକୁ ଡେଇଁଥିଲେ । ସଙ୍ଗେ ସଙ୍ଗେ ଲୋକସଭାରେ ଥିବା ସାଂସଦ ଠିଆ ହୋଇପଡିଥିଲେ । ତୁରନ୍ତ ୩ ଜଣଙ୍କୁ କାବୁ କରିନେଇଥିଲେ ସଂସଦର ସୁରକ୍ଷା କର୍ମୀ । 

ଲୋକସଭାକୁ ଡେଇଁଥିବା ୨ ଜଣଙ୍କ ସହ ଜଣେ ମହିଳାଙ୍କୁ ମଧ୍ୟ ସଂସଦ ସୁରକ୍ଷା କର୍ମୀ କାବୁ କରି ନେଇ ପଚରାଉଚରା କରିଥିଲେ । ସେମାନଙ୍କ ନିକଟରୁ କଲର ବୋମା ମିଳିଥିଲା । ଏମାନେ ନାରାବାଜି କରି ହଳଦିଆ ରଙ୍ଗର କଲର ବୋମା ଲୋକସଭା ମଧ୍ୟରେ   ଫିଙ୍ଗିଥିଲେ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...