AFFILIATE MARKETING

https://binomo.com?a=90810425bb57&t=0

Monday, December 25, 2023

ସଂକ୍ଷିପ୍ତ ସମ୍ବାଦ

COASTAL NEWS ODIA 1608

*ସଂକ୍ଷିପ୍ତ ସମ୍ବାଦ * 
*ତାରିଖ ୨୫/୧୨/୨୩, ସୋମବାର*



*୧-ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ;୨୬ରୁ ଦେଶର ପ୍ରମୁଖ ଦେବପୀଠକୁ ଯିବ ନିମନ୍ତ୍ରଣ।*

*୨-କମିଲା ଶୀତ:ଘନ କୁହୁଡି ପାଇଁ ୨୦ ଜିଲ୍ଲାକୁ ଆଲର୍ଟ ଜାରି।*

*୩-ବିନା ପ୍ଲାଷ୍ଟିକ ବ୍ୟବହାରରେ ବଣଭୋଜି କର; ମୁଖ୍ୟ ଶାସନ ସଚିବଙ୍କ ଆହ୍ବାନ : ସମସ୍ତେ ଗ୍ରୀନ ପିକନିକ୍ ଆମ୍ବଆସଡର ହୁଅ।*

*୪-ବାରଙ୍ଗ: ପ୍ରାଣୀ ଉଦ୍ୟାନରେ ଅସମ୍ଭାଳ ଭିଡ଼,ବୁଲିଲେ ୪୫ ହଜାର ପର୍ଯ୍ୟଟକ। ମାଙ୍କଡ କାମୁଡାରେ ୮ ପର୍ଯ୍ୟଟକ ଆହତ।*

*୫-କଲିକତା:ସର୍ବଭାରତୀୟ ସ୍ତରରେ ଓଡ଼ିଆ ଝିଅଙ୍କ ବାଜିମାତ, ମିସ୍ ଇଣ୍ଡିଆ ପ୍ରତିଯୋଗିତାର ମୁକୁଟ ବିଜୟିନୀ ହେଲେ ଅୟନା ରାଉତରାୟ।*

*୬-ସାକ୍ଷୀଗୋପାଳ:ଭି.କେ. ପାଣ୍ଡିଆନଙ୍କ ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିଦର୍ଶନ; ଶୀଘ୍ର କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ।*

*୭-ନୂଆବର୍ଷ ସେଲିବ୍ରେସନ ପୂର୍ବରୁ ଆକ୍ସନ ମୋଡରେ କମିସନରେଟ ପୁଲିସ ଓ ଅବକାରୀ ବିଭାଗ । ପିକନିକ ପ୍ଲେସ, ବାର, କ୍ଲବ ଓ ପବରେ ଚାଲିଛି ଯାଂଚ।*

*୮-ଆଜି ବଡ଼ଦିନ, ଉତ୍ସବ ପାଳନ ପାଇଁ ସୁରକ୍ଷା କଡ଼ାକଡ଼ି,ଭୁବନେଶ୍ବରର ସବୁ ଚର୍ଚ୍ଚ ଆଗରେ ପୁଲିସ ମୁତୟନ କରାଯାଇଛି।*

*୯-ଜାନୁଆରୀରେ ଓଡିଶାରେ ହୋଇପାରେ ବଡ ଶକ୍ତି ପ୍ରଦର୍ଶନ । ନବୀନକୁ ଟକ୍କର ଦେବାକୁ ଆସିବେ ମୋଦୀ ଓ ରାହୁଲ।*

*୧୦-ନିୟମନ୍ତ୍ରଣକୁ ଆସୁନି ରାଉରକେଲାରେ ହଇଜା ସ୍ଥିତି । ଆଜି ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ, ଏପର୍ଯ୍ୟନ୍ତ ଗଲାଣି ୧୬ଜଣଙ୍କ ଜୀବନ।*

*୧୧-କିଟ୍ ଓ କିସରେ ଜାତୀୟ ବିଶ୍ୱବିଦ୍ୟାଳୟ ସନ୍ତରଣ ଓ ଯୋଗାସନ ଚାମ୍ପିୟନସିପ୍ ଉଦଯାପିତ।*

*୧୨-ବାଲିଗୁଡା:କୁମ୍ବିଂ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ; ୨ ଯବାନ ଆହତ।*

*୧୩-ବିବାଦ ପରେ ମୁହଁ ଖୋଲିଲେ ୟୁ-ଟ୍ୟୁବର କାମିୟା ଜାନି, କହିଲେ- ମୁଁ କେବେବି ବିଫ୍‌ ଖାଇନାହିଁ।*

*୧୪-ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୨କୁ ବୃଦ୍ଧି।*

*୧୫-ରାଜଧାନୀରେ ଆତଙ୍କ, ଭୁବନେଶ୍ବର ଏୟାରପୋର୍ଟ ଛକରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ।*

*୧୬-ରାୟଗଡ଼ା ଜିଲ୍ଲା ଗୁଡ଼ାରି ଓ ଗୁଣୁପୁରରେ ମହାବଳ ଆତଙ୍କ, ଗାଈକୁ ମାରି ଖାଇଲା ମହାବଳ।*

*୧୭-ଛତିଶଗଡ଼:ଦନ୍ତେୱାଡ଼ାରେ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ ୩ ମାଓବାଦୀ ମୃତ।*

*୧୮-ଦେବଗଡ଼:ଶିଶୁ କନ୍ୟା ପିହୁ ଅଗ୍ରୱାଲ ଅପହରଣ ଘଟଣା, ମାଷ୍ଟର ମାଇଣ୍ଡ ସମେତ ୪ ଅଭିଯୁକ୍ତ ଗିରଫ।*

*୧୯-ମହିଳା ଟେଷ୍ଟ କ୍ରିକେଟରେ ଇତିହାସ ରଚିଲା ଭାରତ,୮ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କଲା ଭାରତ।*

*୨୦-ଜାକର୍ତ୍ତା:ଇଣ୍ଡୋନେସିଆ ନିକେଲ କାରଖାନାରେ ବିସ୍ଫୋରଣ, ୧୩ ମୃତ।*

.               

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...