AFFILIATE MARKETING

https://binomo.com?a=90810425bb57&t=0

Wednesday, December 6, 2023

ପ୍ରଧାମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ଚାଷୀଙ୍କୁ ଦିଆଯିବ 12000.?

COASTAL NEWS ODIA 1561

ପ୍ରଧାମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ଚାଷୀଙ୍କୁ ଦିଆଯିବ 12000.? 




ନୂଆଦିଲ୍ଲୀ - (CNO) କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ମଙ୍ଗଳବାର ଲୋକସଭା ରେ  ପ୍ରଧାମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ଚାଷୀଙ୍କୁ ଦିଆଯାଉଥିବା ପରିମାଣକୁ ବାର୍ଷିକ ୬୦୦୦ ଟଙ୍କା ବୃଦ୍ଧି କରିବାକୁ  ବଡ଼ ଘୋଷଣା କରିଛନ୍ତି l

ଏକ ପ୍ରଶ୍ନର ଲିଖତ ଉତ୍ତରରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଲୋକସଭାକୁ କହିଥିଲେ ଯେ ବର୍ତ୍ତମାନ PM Kisan ଯୋଜନାର ପରିମାଣକୁ ୬ ହଜାରକୁ ବୃଦ୍ଧି କରିବାକୁ କୌଣସି ପ୍ରସ୍ତାବ ଉପରେ ବିଚାର କରାଯାଇନାହିଁ।

କେନ୍ଦ୍ର ସରକାର ୨୦୧୮ରେ ପ୍ରଧାନମନ୍ତ୍ରୀ କିସାନ ଯୋଜନା କାର୍ଯ୍ୟକାରୀ କରିଥିଲେ l ଡିସେମ୍ବର ୨୦୧୮ରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିସାନ ଯୋଜନା କାର୍ଯ୍ୟକାରୀ କରିଥିଲେ, ଯେଉଁଥିରେ ପ୍ରତ୍ୟେକ ବର୍ଷ ୬ ହଜାର ଟଙ୍କା କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତ୍ୟେକ ୨ ହଜାର ଟଙ୍କା ଲେଖାଏଁ ତିନୋଟି କିସ୍ତିରେ ଟ୍ରାନ୍ସଫର କରାଯାଇଥାଏ।

ବର୍ତ୍ତମାନ ପର୍ଯ୍ୟନ୍ତ ୧୧ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨.୮୧ ଲକ୍ଷ କୋଟି ଟଙ୍କା ଜମା କରାଯାଇଛି। କୃଷି ମନ୍ତ୍ରୀ ତୋମର ମଧ୍ୟ ତାଙ୍କ ଉତ୍ତରରେ କହିଛହିନ୍ତି ଯେ 'ସିଧାସଳଖ ଲାଭ ଟ୍ରାନ୍ସଫର' (ଡିବିଡିଟିବି) ମାଧ୍ୟମରେ କେନ୍ଦ୍ର ଏହି ଯୋଜନା ଅନ୍ତର୍ଗତ ୧୧ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ୨.୮୧ ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର କରିଛିନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...