AFFILIATE MARKETING

https://binomo.com?a=90810425bb57&t=0

Friday, September 1, 2023

ବାହୁବଳି ନବଜାତକ

 COASTAL NEWS Odia 558

ବାହୁବଳି ନବଜାତକ 



ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ପୋଷ୍ଟ ହୋଇଥାଏ। ଏଥିମଧ୍ୟରୁ ଏମିତି କିଛି ଭିଡିଓ ଅଛି। ଯାହାକି ଦେଖୁଦେଖୁ ନିଆଁ ଭଳି ବ୍ୟାପି ଯାଇଥାଏ। ନିକଟରେ ବି ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭ‌ାଇରାଲ ଭିଡିଓରେ ଜଣେ ନବଜାତକୁ ଦେଖିବାକୁ ମିଳୁଛି।


ଏହି ନବଜାତ ଜନ୍ମହେବାପରେ ତାଙ୍କୁ ଜଣେ ନର୍ସ ଧରି ସଫା କରୁଛନ୍ତି। ନବଜାତର ‌ମୁଣ୍ଡତଳେ ଗୋଡ଼ ଉପରେ କରି ନର୍ସ ଡାକ୍ତରି ପଦ୍ଧତିରେ ପରିଷ୍କାର କରୁଛନ୍ତି, ଏହି ସମୟରେ ନବଜାତ ଯେଉଁ ଏକ ଲୁହାର ଟ୍ରେରେ ଶୋଇଥିଲା, ତାହାକୁ ଦୁଇହାତରେ ଉଠାଇ ଦେଉଛି। ଯାହାର ଦୃଶ୍ୟ ଆପଣ  ଦେଖି ପାରିବେ।

 

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...