AFFILIATE MARKETING

https://binomo.com?a=90810425bb57&t=0

Friday, September 29, 2023

ଶିଶୁ ବଦଳ ଅଭିଯୋଗ

COASTAL NEWS ODIA 941

ଭୁବନେଶ୍ୱର ପରେ ପୁଣି ବାରିପଦା, ଆସିଲା ଶିଶୁ ବଦଳ ଅଭିଯୋଗ



ବାରିପଦା ପିଆରଏମ ମେଡିକାଲରେ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଛି 


ବାରିପଦା  : ଭଞ୍ଜ ବିହାରୀ ମହାନ୍ତି - ପୁଣି ଶିଶୁ ଅଦଳବଦଳ ଅଭିଯୋଗ । ବାରିପଦା ପିଆରଏମ ମେଡିକାଲରେ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଛି । କୁଳିଅଣା ଥାନା କିଶନଡାହି ଅଞ୍ଚଳର ରଙ୍ଗଲାଲ ସିଂ ଅିଭଯୋଗ କରିଛନ୍ତି । ମେଡିକାଲରେ ରଙ୍ଗଲାଲଙ୍କ ସ୍ତ୍ରୀ ଏକ ଶିଶୁକୁ ଜନ୍ମ ଦେଇଥିଲେ । ସନ୍ତାନ ପ୍ରସବ ପରେ ଶିଶୁପୁତ୍ର ହୋଇଥିବା ନର୍ସ କହିଥିଲେ । କିନ୍ତୁ ପରେ କନ୍ୟା ସନ୍ତାନ ହସ୍ତାନ୍ତର କରାଯାଇଥିବା ଅଭିଯୋଗ କରିଛନ୍ତି ରଙ୍ଗଲାଲ । DNA ଟେଷ୍ଟ ପାଇଁ ଦାବି କରିଛନ୍ତି ପରିବାର ।

ସୂଚନା ଥାଉ କି ରାଜଧାନୀ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ସମାନ ଘଟଣା ଘଟିଥିଲା। ଅଭିଯୋଗ ଅନୁଯାୟୀ, ପ୍ରାଣକୃଷ୍ଣ ବିଶ୍ଵାଳଙ୍କ ସ୍ତ୍ରୀଙ୍କୁ ହସ୍ପିଟାଲ୍ ରେ ପ୍ରସବ ପାଇଁ ଭର୍ତ୍ତି କରାଯାଇଥିଲା। ସନ୍ତାନ ପ୍ରସବ ପରେ ଶିଶୁପୁତ୍ର ହୋଇଥିବା କହିଥିଲେ ନର୍ସ। କିନ୍ତୁ ପରେ ତାଙ୍କୁ କନ୍ୟା ସନ୍ତାନ ହସ୍ତାନ୍ତର କରାଯାଇଥିଲା। ଏ ନେଇ ପରିବାର ପକ୍ଷରୁ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା। ନିର୍ଦ୍ଦେଶକ କହିଛନ୍ତି, ଏ ଘଟଣାର ତଦନ୍ତ ସହ DNA ଟେଷ୍ଟ କରାଯାଉ ବୋଲି ଦାବି କରିଥିଲେ ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...