AFFILIATE MARKETING

https://binomo.com?a=90810425bb57&t=0

Tuesday, September 5, 2023

"ନିଜକୁ ସର୍ବଦା ଶିଷ୍ୟ ମଣୁଥିବା "ଗୁରୁ "ହିଁ ଯୋଗ୍ୟତମ ଗୁରୁ." ଜ୍ଞାନ ରୂପୀ ବୀଜ ହୃଦେ ପୋତି ନିଜ କୃପାଜଳ ବଳେ କରି ଉଦଗମ ଶିଷ୍ୟର ଜୀବନ କରିଥାନ୍ତି ଧନ୍ୟ ସେ ଗୁରୁ ଚରଣେ ଅୟୁତ ପ୍ରଣାମ. Dr S. Radhakrishnan ଙ୍କ ସ୍ଵନକ୍ଷତ୍ର ଦିବସ ଶୁଭ ଅବସରରେ ସମସ୍ତ ଶିକ୍ଷକ /ଶିକ୍ଷିକା ବନ୍ଧୁ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ହୃଦୟଭରା ଅଭିନନ୍ଦନ. ଚିତ୍ତରଞ୍ଜନ ମହାପାତ୍ର.

 COASTAL NEWS Odia 603

ଗୁରୁଦିବସରେ ଅବସରରେ ଶୁଭେଚ୍ଛା ଓ ଶୁଭକାମନା 



"ନିଜକୁ ସର୍ବଦା ଶିଷ୍ୟ ମଣୁଥିବା "ଗୁରୁ "ହିଁ ଯୋଗ୍ୟତମ  ଗୁରୁ."

ଜ୍ଞାନ ରୂପୀ ବୀଜ   ହୃଦେ ପୋତି ନିଜ

                 କୃପାଜଳ ବଳେ କରି ଉଦଗମ

ଶିଷ୍ୟର ଜୀବନ    କରିଥାନ୍ତି ଧନ୍ୟ

         ସେ ଗୁରୁ ଚରଣେ ଅୟୁତ ପ୍ରଣାମ.

ଡକ୍ଟର ଏସ୍ . ରାଧାକ୍ରିଷ୍ଣନଙ୍କ  ସ୍ଵନକ୍ଷତ୍ର ଦିବସ ଶୁଭ ଅବସରରେ ସମସ୍ତ ଶିକ୍ଷକ /ଶିକ୍ଷିକା ବନ୍ଧୁ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ହୃଦୟଭରା ଅଭିନନ୍ଦନ.

       COASTAL NEWS

ଉପକୁଳ ସମାଚାର



No comments:

COASTAL NEWS

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ ସ୍କାଏରୁଟ୍‌ ଏରୋସ୍ପେଶ ପକ୍ଷରୁ ନିର୍ମିତ ବିକ୍ରମ-୧କୁ ଲଞ୍ଚ କଲା ଇସ୍ରୋ ସ୍କାଏରୁଟ୍‌ ଏରୋସ୍ପେଶ ଟିମ୍‌ କୁ ଶୁଭେଚ୍ଛ...