AFFILIATE MARKETING

https://binomo.com?a=90810425bb57&t=0

Saturday, September 9, 2023

ଜଣେ ବ୍ୟକ୍ତିଙ୍କୁ ମିଳିଛି ୧୧,୦୦୦ ବର୍ଷର କାରାଦଣ୍ଡ

 COASTAL NEWS Odia 659

ଜଣେ ବ୍ୟକ୍ତିଙ୍କୁ ମିଳିଛି ୧୧,୦୦୦ ବର୍ଷର କାରାଦଣ୍ଡ


 


ଅଙ୍କରା,୯।୯: ଜଣେ ବ୍ୟକ୍ତିଙ୍କୁ ତୁର୍କୀର ଏକ ଅଦାଲତ ୧୦ କି ୧୨ ବର୍ଷ ନୁହେଁ ବରଂ ୧୧୦୦୦ ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ବ୍ୟକ୍ତିଜଣଙ୍କ ହେଉଛନ୍ତି ଫାରୁକ୍‌ ଫାତିହ ଓଜର। ସେ ଜଣେ ହାଇସ୍କୁଲ ଡ୍ରପ୍‌ଆଉଟ୍‌ ହୋଇଥିବା ବେଳେ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ଥୋଡେକ୍ସର ପ୍ରତିଷ୍ଠାତା। ତେବେ ଅଦାଲତ ତାଙ୍କୁ ଅପରାଧିକ ସଂଗଠନକୁ ଚଳାଇବା, ଜାଲ କାରୋବାର, ମନି ଲଣ୍ଡରିଂ ସହିତ ଅନେକ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିବା ସହ ୧୧,୧୯୬ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଓଜର ୨୦୧୭ରେ  କମ୍ପାନୀ ଆରମ୍ଭ କରିଥିଲେ। ଏହା ପରେ ତୁର୍କୀର ସବୁଠାରୁ ବଡ଼ କ୍ରିପ୍ଟୋ ଏକ୍ସଚେଞ୍ଜ ମଧ୍ୟରୁ ଗୋଟିଏ ପାଲଟିଥିଲା। ଏପ୍ରିଲ ୨୦୨୧ରେ କାରୋବାର ଜାରି ରଖିବାରେ ସକ୍ଷମ ନ ଥିବା କମ୍ପାନୀ କହିଥିଲା। ଏହାଦ୍ୱାରା ୪୦୦୦୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ। ପରେ ଓଜର ଆଲବାନିଆ ପଳାଇଥିଲେ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...