AFFILIATE MARKETING

https://binomo.com?a=90810425bb57&t=0

Tuesday, September 19, 2023

ଚଳିତବର୍ଷ ୩୩ ପାଇଲଟ୍ ଓ ୯୭ ଜଣ କ୍ୟାବିନ୍ କ୍ର ସଦସ୍ୟ ମଦ୍ୟପାନ କରି ଧରା ପଡିଛନ୍ତି

COASTAL NEWS Odia 798

ଚଳିତବର୍ଷ ୩୩ ପାଇଲଟ୍ ଓ ୯୭ ଜଣ କ୍ୟାବିନ୍ କ୍ର ସଦସ୍ୟ ମଦ୍ୟପାନ କରି ଧରା ପଡିଛନ୍ତି 



ନୂଆଦିଲ୍ଲୀ - ବିମାନ ଉଡ଼ାଣ ପୂର୍ବରୁ କିମ୍ବା ଅବତରଣ ପରେ ହେଉଥିବା ପରୀକ୍ଷାରେ ୩୩ ପାଇଲଟ୍ ଓ ୯୭ ଜଣ କ୍ୟାବିନ୍ କ୍ର ସଦସ୍ୟ ମଦ୍ୟପାନ କରିଥିବା ଧରାପଡ଼ିଥିଲେ । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ତଥ୍ୟରୁ ଏହା ଜଣାପଡ଼ିଛି।

ଚଳିତ ବର୍ଷର ପ୍ରଥମ ତିନି ମାସରେ ହୋଇଥିବା ପରୀକ୍ଷା ବେଳେ ସେମାନେ ଧରାପଡ଼ିଥିଲେ । ୨୦୨୨ରେ ସେହି ସମାନ ତିନି ମାସରେ ୧୪ ଜଣ ପାଇଲଟ୍ ଓ ୫୪ ଜଣ କ୍ୟାବିନ୍ କୁ ମଦ୍ୟପାନ କରିଥିବା ବେଳେ ଧରାପଡ଼ିଥିଲେ।ଡିଜିସିଏ ନିୟମ ଅନୁସାରେ ବିମାନ ଉଡ଼ାଣ ପୂର୍ବରୁ ତାହାର ପାଇଲଟ୍ ଓ କ୍ୟାବିନ୍ କୁ ସଦସ୍ୟମାନଙ୍କ ମଦ୍ୟପାନ ଧରିବା ପରୀକ୍ଷା ଡାକ୍ତରଙ୍କ ଦ୍ଵାରା କରାଯାଏ। 

ବିଦେଶକୁ ଯାଉଥିବା ବିମାନର ପାଇଲଟ୍ ଓ କ୍ୟାବିନ୍ କୁ’ ସଦସ୍ୟମାନଙ୍କ ବିମାନ ଅବତରଣ କରିବା ପରେ ମଧ୍ଯ ପରୀକ୍ଷା କରାଯାଏ। ଏୟାରଲାଇନ୍ସର ଡାକ୍ତରମାନେ ଏହି ପରୀକ୍ଷା କରିଥାନ୍ତି। ଯଦି ରିପୋର୍ଟ ପଜିଟିଭ୍ ଆସେ ତେବେ ୨୪ ଘଣ୍ଟା ଭିତରେ ସେମାନେ ଏୟାରଲାଇନ୍ସକୁ ସେ ବିଷୟରେ ଅବଗତ କରାଇଥାନ୍ତି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...