AFFILIATE MARKETING

https://binomo.com?a=90810425bb57&t=0

Monday, September 4, 2023

ଥମୁନି ଜନନୀ ଯନ୍ତ୍ରଣା। ଆସିଲାନି ଆମ୍ବୁଲାନ୍ସ, କି ଜନନୀ ଏକ୍ସପ୍ରେସ । ଟ୍ରଲିରେ ପ୍ରସବ କଲେ ମହିଳା

 COASTAL NEWS Odia 600

ଥମୁନି ଜନନୀ ଯନ୍ତ୍ରଣା। ଆସିଲାନି ଆମ୍ବୁଲାନ୍ସ, କି ଜନନୀ ଏକ୍ସପ୍ରେସ ।  ଟ୍ରଲିରେ ପ୍ରସବ କଲେ ମହିଳା



ନୀଳିଗିରି : ଥମୁନି ଜନନୀ ଯନ୍ତ୍ରଣା। ଆସିଲାନି ଆମ୍ବୁଲାନ୍ସ, କି ଜନନୀ ଏକ୍ସପ୍ରେସ ।  ଟ୍ରଲିରେ ପ୍ରସବ କଲେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ନୀଳଗିରି ସହରରେ। ସୂଚନା ମୁତାବକ ନୀଳିଗିରି ବ୍ଲକ ସଜନାଗଡ଼ ପଞ୍ଚାୟତ ଡାହିସାହି ଗାଁର ହେମନ୍ତ କୁଅଁରଙ୍କ ସ୍ତ୍ରୀ ଦଶ ମାସର ଗର୍ଭବତୀ ଥିଲେ। ରାତି ପ୍ରାୟ ୮ଟାରେ ପ୍ରସବ ଯନ୍ତ୍ରଣା ହେବାରୁ ଜନନୀ ଏକ୍ସପ୍ରେସ ଓ ୧୦୮ ଆମ୍ବୁଲାନସକୁ ଯୋଗାଯୋଗ କରାଯାଇଥିଲା।

ହେଲେ ଘଣ୍ଟେ  ବିଳମ୍ବ ହେବାରୁ ପରିବାରଲୋକେ ଏକ ଟ୍ରଲିରେ ଗର୍ଭବତୀଙ୍କୁ ମେଡିକାଲ ଆଣୁଥିଲେ। ଅଧାବଟାରେ ଟ୍ରଲି ଉପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ ମାଆ ଓ ଶିଶୁକୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଉଭୟଙ୍କ ଚିକିତ୍ସା ଜାରି ରହିଛି।

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...