AFFILIATE MARKETING

https://binomo.com?a=90810425bb57&t=0

Sunday, September 3, 2023

ବିଜେପି ପକ୍ଷରୁ ପଞ୍ଚାୟତ ଅଫିସ୍ ସମ୍ମୁଖରେ ଗଣଆନ୍ଦୋଳନ

 COASTAL NEWS Odia 589

ବିଜେପି ପକ୍ଷରୁ ପଞ୍ଚାୟତ ଅଫିସ୍ ସମ୍ମୁଖରେ ଗଣଆନ୍ଦୋଳନ



ଆଳି - ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାରକୁ ବିରୋଧ କରି ଭାଜପା ପକ୍ଷରୁ ପ୍ରତି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଆନ୍ଦୋଳନ ଆରମ୍ଭ ହୋଇଛି । ଏହି ଅବସରରେ ଶନିବାର ଆଳି ନିର୍ବାଚନ ମଣ୍ଡଳୀ ଆଳି ବ୍ଲକର ନୂଆପଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଭାଜପାର ଆଳି ନିର୍ବାଚନ ମଣ୍ଡଳୀ ସଂଯୋଜକ ରଶ୍ମିରଞ୍ଜନ ବେହୁରାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଗଣଆନ୍ଦୋଳନରେ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ବ୍ରଜସୁନ୍ଦର ଭୂୟାଁ, ଆଶାଲତା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ଦିନକୁ ଦିନ ଦୁର୍ନୀତିର ଗନ୍ତାଘର ପାଲଟିଛନ୍ତି ବୋଲି ଅଭିଯୋଗ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇବାରୁ ପ୍ରକୃତ ହିତାଧ୍ୟାକାରୀ ବାଦ ପଡୁଥିବା ବେଳେ ଥିଲାବାଲାଙ୍କୁ ଆବାସ ଦିଆଯାଉଛି, ବାର୍ଦ୍ଧକ୍ୟ, ବିଧବା ଭତ୍ତା ଯୋଜନାରେ ଯୋଗ୍ୟ ହିତାଧିକାରୀ ସାମିଲ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବା, ଖାଉଟି କାର୍ଡରୁ ପ୍ରକୃତ ହିତାଧ୍ୟାକାରୀ ବଞ୍ଚିତ ହେବା ସହିତ ରାଜ୍ୟର ପ୍ରତି ପଞ୍ଚାୟତକୁ ଆସୁଥିବା କେନ୍ଦ୍ରୀୟ ଅନୁଦାନକୁ ଯେପରି ଭାବେ ମିଳିମିଶି ହଡ଼ପ କରିବାରେ ଲାଗିଛନ୍ତି ଏଥୁରେ ରୋକ ଲାଗିବା ଆବଶ୍ୟକ ବୋଲି ସମସ୍ତ ନେତୃମଣ୍ଡଳୀ ମତପୋଷଣ କରିଛନ୍ତି । ରାଜ୍ୟ ସରକାର ଦୁର୍ନୀତିରୁ ନ ଦୂରେଇଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଭାଜପା କର୍ମୀ ମାନେ ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ରାଜେନ୍ଦ୍ର ସାମଲ,ଇନ୍ଦ୍ରମଣୀ ସାହୁ,ଅମିୟ ରାଉତ, ଅଶ୍ବିନୀ ଦାସ, ଅତୁଲ ସାହୁ ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କର୍ମୀ ସାମିଲ ହୋଇଥିଲେ ।

 ହୋଇଛି । ଏହି ଅବସରରେ ଶନିବାର ଆଳି ନିର୍ବାଚନ ମଣ୍ଡଳୀ ଆଳି ବ୍ଲକର ନୂଆପଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଭାଜପାର ଆଳି ନିର୍ବାଚନ ମଣ୍ଡଳୀ ସଂଯୋଜକ ରଶ୍ମିରଞ୍ଜନ ବେହୁରାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଗଣଆନ୍ଦୋଳନରେ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ବ୍ରଜସୁନ୍ଦର ଭୂୟାଁ, ଆଶାଲତା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ଦିନକୁ ଦିନ ଦୁର୍ନୀତିର ଗନ୍ତାଘର ପାଲଟିଛନ୍ତି ବୋଲି ଅଭିଯୋଗ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇବାରୁ ପ୍ରକୃତ ହିତାଧ୍ୟାକାରୀ ବାଦ ପଡୁଥିବା ବେଳେ ଥିଲାବାଲାଙ୍କୁ ଆବାସ ଦିଆଯାଉଛି, ବାର୍ଦ୍ଧକ୍ୟ, ବିଧବା ଭତ୍ତା ଯୋଜନାରେ ଯୋଗ୍ୟ ହିତାଧିକାରୀ ସାମିଲ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବା, ଖାଉଟି କାର୍ଡରୁ ପ୍ରକୃତ ହିତାଧ୍ୟାକାରୀ ବଞ୍ଚିତ ହେବା ସହିତ ରାଜ୍ୟର ପ୍ରତି ପଞ୍ଚାୟତକୁ ଆସୁଥିବା କେନ୍ଦ୍ରୀୟ ଅନୁଦାନକୁ ଯେପରି ଭାବେ ମିଳିମିଶି ହଡ଼ପ କରିବାରେ ଲାଗିଛନ୍ତି ଏଥୁରେ ରୋକ ଲାଗିବା ଆବଶ୍ୟକ ବୋଲି ସମସ୍ତ ନେତୃମଣ୍ଡଳୀ ମତପୋଷଣ କରିଛନ୍ତି । ରାଜ୍ୟ ସରକାର ଦୁର୍ନୀତିରୁ ନ ଦୂରେଇଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଭାଜପା କର୍ମୀ ମାନେ ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ରାଜେନ୍ଦ୍ର ସାମଲ,ଇନ୍ଦ୍ରମଣୀ ସାହୁ,ଅମିୟ ରାଉତ, ଅଶ୍ବିନୀ ଦାସ, ଅତୁଲ ସାହୁ ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କର୍ମୀ ସାମିଲ ହୋଇଥିଲେ ।
#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar #बीजेपी 

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...