AFFILIATE MARKETING

https://binomo.com?a=90810425bb57&t=0

Saturday, September 9, 2023

ଫେସବୁକରେ ଫେକ୍ ଆଇଡି କରି ଲୁଟିନେଲେ ୩୪ଲକ୍ଷ ଟଙ୍କା

 COASTAL NEWS Odia 661

ଫେସବୁକରେ ଫେକ୍ ଆଇଡି କରି ଲୁଟିନେଲେ ୩୪ଲକ୍ଷ ଟଙ୍କା, ଶିକାର ହୋଇଛନ୍ତି NTPCରେ କାର୍ଯ୍ୟରତ ଇଞ୍ଜିନିୟର


ବ୍ରହ୍ମପୁର - 
ଫେସବୁକରେ ଫେକ୍ ଆଇଡି କରି ଲୁଟିନେଲେ ୩୪ଲକ୍ଷ ଟଙ୍କା। ଲୁଟର ଶିକାର ହୋଇଛନ୍ତି ଛତିଶଗଡ଼ NTPCରେ କାର୍ଯ୍ୟରତ ଇଞ୍ଜିନିୟର ଅଙ୍କିତ । ଅଭିଯୁକ୍ତ ବ୍ରହ୍ମପୁରର ଶ୍ରୀଧର ମହାରଣା । ସେ ଶିବାନୀ ପଣ୍ଡା ନାମରେ ଫେକ୍ ଆକାଉଣ୍ଟ ଖୋଲି ଅଙ୍କିତଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ପ୍ରାୟ ୧ବର୍ଷ ଧରି ଲୁଟି ଚାଲିଥିଲେ ଶ୍ରୀଧର ।

ଶ୍ରୀଧର ନିଜକୁ ମେଡିକାଲ ଛାତ୍ରୀ କହି ପାଠପଢାର ବାହାନା କରି ଟଙ୍କା ଲୁଟିଥିଲେ । ବାପାଙ୍କ ଦେହ ଖରାପ କହି ମଧ୍ୟ ଅନେକ ସମୟରେ ଟଙ୍କା ନେଇଥିଲେ । ଫୋନ୍ ପେରେ ଅଙ୍କିତ ଟଙ୍କା ଦେଇଥିଲେ । ଭୁବନେଶ୍ବର ସାଇବର ଥାନା ପୋଲିସ ଶ୍ରୀଧରଙ୍କୁ ଗିରଫ କରିଛି ।

No comments:

COASTAL NEWS

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ ସ୍କାଏରୁଟ୍‌ ଏରୋସ୍ପେଶ ପକ୍ଷରୁ ନିର୍ମିତ ବିକ୍ରମ-୧କୁ ଲଞ୍ଚ କଲା ଇସ୍ରୋ ସ୍କାଏରୁଟ୍‌ ଏରୋସ୍ପେଶ ଟିମ୍‌ କୁ ଶୁଭେଚ୍ଛ...