AFFILIATE MARKETING

https://binomo.com?a=90810425bb57&t=0

Saturday, September 9, 2023

ଖବର ଆଜିର

 COASTAL NEWS Odia

*ଖବର ଆଜିର*




ଆଜିଠାରୁ ୨ ଦିନିଆ ଜି-୨୦ ସମ୍ମିଳନୀ: ବିଶ୍ବନେତାଙ୍କୁ ଭବ୍ୟ ସ୍ବାଗତ ।


ମକା ଚୋରି ଅଭିଯୋଗରେ ୧୦ ଯୁବକଙ୍କୁ ନିସ୍ତୁକ ମାଡ: ଭାଇରାଲ ହେଉଛି ଉମରକୋଟରେ କଙ୍ଗାରୁ କୋର୍ଟ ଭିଡିଓ ।


ଜି୨୦ ସମ୍ମିଳନୀ ପୂର୍ବରୁ ସୋସିଆଲ ମିଡିଆରେ କଭର ଫଟୋ ବଦଳାଇଲେ ପ୍ରଧାନମନ୍ତ୍ରୀ ମୋଦୀ, ରହିଛି ସୁସଜ୍ଜିତ ଭାରତ ମଣ୍ଡପମ୍‌ 


ରୁଷ୍‌ ଏବଂ ୟୁକ୍ରେନ ଯୁଦ୍ଧ ସମ୍ବନ୍ଧରେ ଭାରତର ପଦକ୍ଷେପକୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପ୍ରଶଂସା କରିଛନ୍ତି । ଭାରତ ଠିକ୍‌ ସମୟରେ ଠିକ୍‌ ପଦକ୍ଷେପ ଗ୍ରହଣ କରିଛି ବୋଲି ସେ କହିଛନ୍ତି ।  


‘ଜୟ ସିଆ ରାମ’ କହି ସ୍ବାଗତ କରିବା ସହ ବ୍ରିଟିଶ ପ୍ରଧାନମନ୍ତ୍ରୀ ସୁନକଙ୍କୁ ସ୍ବତନ୍ତ୍ର ଉପହାର ଦେଲେ କେନ୍ଦ୍ରମନ୍ତ୍ରୀ ।


ବ୍ୟାଙ୍କ ଋଣ ସୁଝି ନ ପାରିବାରୁ ସାଂସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ଜମି ଦଖଲ କଲା ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ।  ।


ଉପ ନିର୍ବାଚନ: ଝାଡ଼ଖଣ୍ଡରେ ଇଣ୍ଡିଆ ମେଣ୍ଟ ଖାତା ଖୋଲିଥିବା ବେଳେ ତ୍ରିପୁରାରେ ବିଜେପି ବିଜୟୀ ।


ଜି-୨୦ ସମ୍ମିଳନୀକୁ ସ୍ବାଗତ ବେଳେ ପରିବେଷଣ ହେଉଥିବା ’ଡାଲ୍‌ଖାଇ’ ଗୀତରେ ନାଚି ପକାଇଲେ କ୍ରିଷ୍ଟାଲିନା ଜର୍ଜିଆଭା ।


ଷ୍ଟାର୍ଟଅପ୍ ଓଡିଶାର ଫ୍ଲାଗ୍‌ସିପ୍ ଅଭିଯାନ ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଶୁଭାରମ୍ଭ ।


ହିନ୍ଦୁ ବୋଲି ଗର୍ବିତ, ଆଶା କରୁଛି ମନ୍ଦିର ଦର୍ଶନ କରିପାରିବି: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ।


ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରୁ ଆସିଲା ବଡ ଖବର । ୨୦୨୪ରେ ଏକାଠି ମିଶି ଲଢିବେ ଜେଡିଏସ-ବିଜେପି ।


କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ୍‌ ସିଇଓ ଉଦୟ କୋଟାକ୍‌ଙ୍କ ଇସ୍ତଫା ପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ମଧ୍ୟବର୍ତ୍ତୀ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ଦୀପକ ଗୁପ୍ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି।


ବେଲଜିୟମରୁ ବିଜେପିକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ । କହିଲେ, ଭାରତରେ ଚାଲିଛି ଗଡସେ ଓ ଗାନ୍ଧୀ ବିଚାରଧାରା ଭିତରେ ଲଢେଇ ।


ଦୃଷ୍ଟିହୀନ କ୍ରିକେଟ୍ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ପ୍ରଦାନ, ଆଇବିଏସ୍‌ଏ ୱାର୍ଲ୍ଡ ଗେମ୍ସରେ ଭାଗ ନେଇ ଆଣିଛନ୍ତି ଗର୍ବ ।


ଡିଜିଟାଲ୍‌ ବିପ୍ଳବକୁ ବିଶ୍ବବ୍ୟାଙ୍କ ପ୍ରଶଂସା: ୬ ବର୍ଷରେ ୫ ଦଶନ୍ଧିର ଯାତ୍ରା ।


୨୩ ଜିଲ୍ଲାକୁ ଗିଳି ସାରିଲାଣି ଧଳା ଜହର: ରାଜ୍ୟରେ ଦିନକୁ ୧୦ କେଜିର କାରବାର ।


ସରିଲା ପିଏମ ମୋଦୀ-ବାଇଡେନଙ୍କ ମଧ୍ୟରେ ଦ୍ବିପାକ୍ଷିକ ବୈଠକ; ମିଳିତ ଜାତିସଂଘରେ ସ୍ଥାୟୀ ସଦ୍ୟସତା ଦାବିକୁ ସମର୍ଥନ, ୫ ବର୍ଷରେ ଭାରତରେ ୪୦୦ ମିଲିୟନ ନିବେଶ କରିବ ଆମେରିକା।


           

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...