AFFILIATE MARKETING

https://binomo.com?a=90810425bb57&t=0

Tuesday, January 2, 2024

ନିଶ୍ଚିନ୍ତକୋଇଲି ନିକଟରେ ମନୋରମା ବସ ଦୁର୍ଘଟଣା ଚାଳିଶ ଜଣ ଯାତ୍ରୀ ଆହତ

COASTAL NEWS ODIA 1629

ନିଶ୍ଚିନ୍ତକୋଇଲି ନିକଟରେ ମନୋରମା ବସ ଦୁର୍ଘଟଣା ଚାଳିଶ ଜଣ ଯାତ୍ରୀ ଆହତ 







ସୁକରପଡ଼ା - (CNO) ଚାନ୍ଦବାଲି ରୁ କଟକ ଆସୁଥିବା ମନୋରମା ବସ ଟ୍ରକ ସହିତ ମୁହାଁମୁହିଁ ଧକ୍କା ଚାଳିଶ ଜଣ ଯାତ୍ରୀ ଆହତ, ବସ ଭିତରେ ଚାପିହୋଇ ରହିଛନ୍ତି ଆଉ ଦୁଇଜଣ ଯାତ୍ରୀ ସେ ମଧ୍ୟରେ ଆଳି ବାଳକାଟି ର ଜଣେ ଝିଅ ଅନ୍ତର୍ଭୁକ୍ତ l ଉଦ୍ଧାର କାର୍ଯ୍ ପୁଲିସ ପ୍ରଶାସନ ଓ ଦମକଳ ବାହିନୀ ତତ୍ପରତାର ସହିତ କରୁଛନ୍ତି l ସୁକରପଡ଼ା ଓ କଟରପଡ଼ା ମଧ୍ୟରେ ହୋଇଛି ଏହି ଭୟାବହ ଦୁର୍ଘଟଣା l 

ଗ୍ୟାସ୍ଆ କଟର ଯୋଗେ ବସ୍ ବଡି କୁ କଟାଯାଇ ଯାତ୍ରୀଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି l ଆହତଙ୍କୁ ନିକଟସ୍ଥ ନିଶ୍ଚିନ୍ତକୋଇଲି ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି l 108 ଆମ୍ବୁଲାନ୍ସ ନିଆଁ ଲିଭାଇବା ଗାଡି ମୁତୟନ କରାଯାଇଛି l କଟକରୁ ଆତ୍ୟାଧୁନିକ ମେସିନ୍ ମରାଯାଇଛି l ଶୋକାକୁଳ ପରିବେଶ ରେ ଈଶ୍ୱରଙ୍କୁ ପ୍ରାର୍ଥନା l ଯାତ୍ରୀଙ୍କ ଠାରୁ ପ୍ରକାଶ ଯେ ହୁଏତ ଟ୍ରକ ଡ୍ରାଇଭର ଅଘଟଣର ଶିକାର ହୋଇଯାଇଛନ୍ତି l

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...