AFFILIATE MARKETING

https://binomo.com?a=90810425bb57&t=0

Friday, January 12, 2024

ସଂକ୍ଷିପ୍ତ ସମ୍ବାଦ

COASTAL NEWS ODIA 1653

*ଖବର ଆଜିର* 
*ତାରିଖ ୧୨/୦୧/୨୪, ଶୁକ୍ରବାର*







*୧-୫ଟି ବିଦ୍ୟାଳୟ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟ ଶୁଭାରମ୍ଭ:୩୮୯ ବିଦ୍ୟାଳୟ ଲୋକାର୍ପିତ।*

*୨-ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଆଜିଠୁ କମ୍ପିବ ପୁରୀ,୩୦ ପ୍ଲାଟୁନ ଫୋର୍ସ,୩୦ ଅଫିସର୍ ହେବେ ମୁତୟନ।*

*୩-ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।*

*୪-ପୁରୁଷୋତ୍ତମପୁର:ଥାଲେସେମିଆ ଶିଶୁକୁ ୧ ଲକ୍ଷ ସହାୟତା ରାଶି ପ୍ରଦାନ କଲେ ରାଜ୍ୟପାଳ।*

*୫-ତେଲକୋଇ ବ୍ଲକ:ସରପଞ୍ଚମାନଙ୍କୁ ସମ୍ପୂର୍ଣ୍ଣ ଉପେକ୍ଷା ପ୍ରତିବାଦରେ କେନ୍ଦୁଝର୨୨ଟି ପଞ୍ଚାୟତରୁ ୧୯ଟି ସରପଞ୍ଚଙ୍କ ସମୂହ ଇସ୍ତଫା।*

*୬-ଫାଇଭ୍-ଟି ଅଧ୍ୟକ୍ଷଙ୍କ ଛାତ୍ରଛାତ୍ରୀଙ୍କୁ ୬ ଗୁରୁମନ୍ତ୍ର: ବଲାଙ୍ଗୀରରେ ସଫଳତାର ସୂତ୍ର କହିଲେ ପାଣ୍ଡିଆନ୍।*

*୭-ସ୍ବଚ୍ଛ ସହର ଭାବେ ୩୪ତମ ରାଙ୍କରେ ସ୍ମାର୍ଟସିଟି  ଭୁବନେଶ୍ଵର, ମିଳିଲା ପ୍ରଥମ ଓ୍ବାଟର ପ୍ଲସ୍ ପୁରସ୍କାର।*

*୮-ସିମୁଳିଆ ବିଡ଼ିଓ ବିଶ୍ବରଞ୍ଜନ ମହାନ୍ତିଙ୍କ  ସନ୍ଦେହଜନକ ମୃତ୍ୟୁ, ସରକାରୀ ବାସଭବନରୁ ମିଳିଲା ମୃତ ଦେହ।*

*୯-ଅଙ୍ଗନବାଡ଼ିରେ ଅଣ୍ଡା ବଢ଼ାଉଛି ଅଡୁଆ ! ଖୋଲା ବଜାରରେ ଚଢ଼ା ଦର, ନିଅଣ୍ଟ ପଡୁଛି ଅଣ୍ଡା।*

*୧୦-କୁହୁଡ଼ି ସମୟରେ ଗାଡ଼ି ଚାଳକଙ୍କ ପାଇଁ ସତର୍କ ସୂଚନା ଜାରି କଲା ରାଜ୍ୟ ପରିବହନ ବିଭାଗ।*

*୧୧-ଜଗତସିଂହପୁର:ଚମକିଲେ କୁନି ପ୍ରତିଭା ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲା ସ୍ମରିଧି ବିଶ୍ବାଳଙ୍କ ନା'।*

*୧୨-କାମାକ୍ଷାନଗର:ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା,୨ ମୃତ, ୨ ଗୁରୁତର।*

*୧୩-ଭୁବନେଶ୍ବର: ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ କାର ଦୁର୍ଘଟଣାଗ୍ରସ୍ତ ।*

*୧୪-ନୂଆପଡ଼ାରେ ଏସିଡ୍ ମାଡ଼,ଦୁଇ ପରିବାରର ୫ ଜଣ ଆହତ।*

*୧୫-ବରଗଡ଼:ବଢ଼ିବ ଚାଷୀଙ୍କ ଆୟ, କମିବ ପ୍ରଦୂଷଣ; ନଡ଼ା ଓ କୃଷି ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେବ ଜୈବ ଇନ୍ଧନ।*

*୧୬-ଫେବୃଆରି ୧ରେ ଅନ୍ତରୀଣ ବଜେଟ । ନିର୍ବାଚନ ପୂର୍ବରୁ ଲୋକଙ୍କୁ ଆକର୍ଷିତ କରିବା ପାଇଁ ହୋଇପାରେ ଉଦ୍ୟମ,କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ଖାସ୍ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ।*

*୧୭-ଭୂକମ୍ପରେ ପୁଣି ଥରିଲା ରାଜଧାନୀ ଦିଲ୍ଲୀ । ରେକ୍ଟର ସ୍କେଲରେ ୬.୨ ତ୍ରୀବତା ରେକର୍ଡ, ଉତରଭାରତ ସମେତ ଆଫଗାନିସ୍ଥାନ, ପାକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ।*

*୧୮-ସୀମା ସୁରକ୍ଷାକୁ ନେଇ ସ୍ଥଳସେନା ମୁଖ୍ୟଙ୍କ ବଡ ବୟାନ । ଜେନେରାଲ ମନୋଜ ପାଣ୍ଡେଙ୍କ ସୂଚନା, ଉତର ସୀମାରେ ସ୍ଥିତି ସ୍ଥିର ଥିଲେ ବି ସମ୍ବେଦନଶୀଳ ରହିଛି ଅନେକ ସ୍ଥାନ।*

*୧୯-ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ: ଶିବମ ଦୁବେଙ୍କ ହିଟ୍‌ ଶୋ’।*

*୨୦-ସୁପ୍ରିମକୋର୍ଟରେ ପହଞ୍ଚିଲା ଧାରା-୩୭୦ ଉଚ୍ଛେଦ ପ୍ରସଙ୍ଗ, ପୁନଃବିଚାର ପାଇଁ ଆବେଦନ ଦାଖଲ।*

*୨୧ - ପଞ୍ଚଭୂତ ରେ ବିଲୀନ ହେଲେ ଆଳି ରାଜମାତା ସୁଶ୍ରୀ ଦେବୀ ।*
.                 

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...