AFFILIATE MARKETING

https://binomo.com?a=90810425bb57&t=0

Thursday, January 18, 2024

ସଂକ୍ଷିପ୍ତ ଖବର

COASTAL NEWS ODIA 1672

*ଖବର ଆଜିର* 
*ତାରିଖ ୧୮/୦୧/୨୪, ଗୁରୁବାର*



*୧-ଜଗନ୍ନାଥମୟ ଶ୍ରୀକ୍ଷେତ୍ର ଧାମ, ମୁଖ୍ୟମନ୍ତ୍ରୀଙ୍କ କର କମଳରେ ଲୋକାର୍ପିତ ହେଲା ପରିକ୍ରମା ପ୍ରକଳ୍ପ।*

*୨-ଆଜିଠୁ ପୁରୀକୁ  ଗଡିବ ଜଗନ୍ନାଥ ଏକ୍ସପ୍ରେସ, ଜିଲ୍ଲା ମୁଖ୍ୟାଳୟରୁ ବାହାରିବ, ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲାରୁ ହେବ ଆରମ୍ଭ।*

*୩-ପରିକ୍ରମା ପ୍ରକଳ୍ପ ଉଦଘାଟନ ପରେ ଜଗନ୍ନାଥମୟ ସାରା ଶ୍ରୀକ୍ଷେତ୍ର; କାଳିଆ ପ୍ରେମରେ ବିଭୋର ଭକ୍ତ।*

*୪-ପୁରୀ:ଶ୍ରୀସେତୁରୁ ଦିଶିବ ସାରା ସହର, ଅଧଘଣ୍ଟାର ରାସ୍ତା ଲାଗୁଛି ୧୦ ମିନିଟ୍।*

*୫-ଭୁବନେଶ୍ୱର: ବିଶିଷ୍ଟ ରେଳସେବା ପୁରସ୍କାର;୪୬ ରେଳ କର୍ମଚାରୀ ସମ୍ମାନିତ।*

*୬-ରତ୍ନଭଣ୍ଡାର କମିଶନ ରିପୋର୍ଟ ମାମଲା:ପୁଣି ଜବାବ୍ ଦାଖଲ କରିପାରିଲେନି ସରକାର।*

*୭-ଗମାଙ୍ଗ ପରିବାରର ଘର ବାହୁଡା : କଂଗ୍ରେସକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର, ପତ୍ନୀ ଓ ପୁଅ ।*

*୮-୨୩ ଓ ୨୫ରେ କଂଗ୍ରେସର ପ୍ରଶିକ୍ଷଣ ଶିବିର, କର୍ମୀଙ୍କୁ ଦିଆଯିବ ନିର୍ବାଚନ ମନ୍ତ୍ର।*

*୯-ଗୋପାଳପୁର ଆର୍ମି ଏୟାର ଡିଫେନ୍ସ କଲେଜ ପରିଦର୍ଶନ କଲେ ସ୍ଥଳସେନା ମୁଖ୍ୟ ।*

*୧୦-ବରଗଡ:ପରିବହନ ନିଗମ କର୍ମଚାରୀଙ୍କୁ ଦଣ୍ଡିତ କଲେ ମହାରାଜା କଂସ, ଜିଲ୍ଲାରେ ଖୁବ୍‌ଶୀଘ୍ର ଲକ୍ଷ୍ମୀ ବସ୍ ଚାଲିବ ବୋଲି କଲେ ସୁନିଶ୍ଚିତ।*

*୧୧-ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ବର୍ଷା ସମ୍ଭାବନା, କୁହୁଡି ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି।*

*୧୨-ଯାତାୟତରେ କୁହୁଡି ସାଜିଛି କାଳ । ୨୪ଘଂଟାରେ ଯମୁନା ଏକ୍ସପ୍ରେସ ୱେରେ ୯ଟି ଦୁର୍ଘଟଣା, ୪୦ ଆହତ, ବିମାନ ସହ ରେଳ ଚଳାଚଳ ବାଧାପ୍ରାପ୍ତ ।*

*୧୩-ନୂଆ ଦିଲ୍ଲୀ:ବିଶ୍ବ ଚମ୍ପିଆନଙ୍କୁ ହରାଇ ଇତିହାସ ରଚିଲେ ପ୍ରଜ୍ଞାନନ୍ଦ; ସାଜିଲେ ୧ ନମ୍ବର ଭାରତୀୟ ଗ୍ରାଣ୍ଡମାଷ୍ଟର।*

*୧୪-ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ବନ୍ଦ ହେଉ ମଦ ଦୋକାନ। ଘୋଷଣା ହେଉ ସରକାରୀ ଛୁଟି। ଜୋର୍ ଧରିଲା ଦାବି।*

*୧୫-ପ୍ରଭୁ ରାମଙ୍କ ପାଇଁ ଦେଶବିଦେଶର ଛୁଟୁଛି ଉପହାରର ସୁଅ । ହାଇଦ୍ରାବାଦରୁ ଆସିଲା ୧୨୬୫ କେଜିର ଲଡୁ, କର୍ଣ୍ଣାଟକରୁ ରାମନଗରୀକୁ ଗଡିଲା ସ୍ୱତନ୍ତ୍ର ରଥ।*

*୧୬-ମଣିପୁରରେ ବିଦ୍ରୋହୀଙ୍କ ସହ ମୁହାଁମୁହିଁ ବେଳେ ୨ ଯବାନ ସହିଦ, ଉଚ୍ଚସ୍ତରୀୟ ବୈଠକ ଡକାଇଲେ ସିଏମ୍ ବିରେନ ସିଂ।*

*୧୭-ଚତୁର୍ଥ ଦିନରେ କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା । ନାଗାଲାଣ୍ଡରେ ଦେଖିବାକୁ ମିଳୁଛି ରାହୁଲ ଗାନ୍ଧୀଙ୍କ କ୍ରେଜ,ବାଇକରର୍ସଙ୍କୁ ଭେଟିଲେ ରାହୁଲ।*

*୧୮-ବେଙ୍ଗାଳୁରୁ:ଦ୍ଵିତୀୟ ସୁପର ଓଭରରେ ବାଜି ମାରିଲା ଭାରତ, ହିରୋ ସାଜିଲେ ବିଷ୍ଣୋଇ, ସିରିଜ୍ କ୍ଲିନ ସୁଇପ୍।*

*୧୯-ନୂଆ ଦିଲ୍ଲୀ:ଇଣ୍ଡିଗୋକୁ ୧.୨୦ କୋଟି ଜରିମାନା, ରନଓ୍ୱେରେ ବସାଇ ଯାତ୍ରୀଙ୍କୁ ଖୁଆଇବା ପଡ଼ିଲା ମହଙ୍ଗା।*

*୨୦-ପାକିସ୍ଥାନ ସୀମାରେ ପଶି ଇରାନର ଏୟାର ଷ୍ଟ୍ରାଇକ । ଆକ୍ରମଣ ପରେ ପରିଣାମ ଭୋଗିବାକୁ ଇରାନକୁ ପାକିସ୍ଥାନର ଚେତାବନୀ।*

.                 

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...