AFFILIATE MARKETING

https://binomo.com?a=90810425bb57&t=0

Saturday, September 16, 2023

ଉଦଘାଟିତ ହେଲା କଟକର ନେତାଜୀ ବସ୍ ଟର୍ମିନାଲ, ପ୍ରଥମ ବସ୍ ଗଲା ପୁରୀକୁ... କଟକ :  ବହୁ ପ୍ରତୀକ୍ଷାର ଅନ୍ତ।  ଉଦାଘାଟିତ ହେଲା କଟକର ନେତାଜୀ ବସ୍ ଟର୍ମିନାଲ ।  ପ୍ରଥମ ବସ୍ ଗଡିଲା କଟକରୁ ପୁରୀ। ଆଜି ଅପରାହ୍‌ଣ ୪ଟା ୫୦ରେ ଉଦଘାଟିତ ହୋଇଇଛି ଏହି ବସ ଟର୍ମିନାଲ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି  ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ଉଦଘାଟନ କରିଛନ୍ତି। ଉଦ୍‌ଘାଟନ କରିବା ପରେ ସେ ବସ୍‌ ଟର୍ମିନାଲ ବୁଲି ଦେଖିଛନ୍ତି। କଟକ ସନସାଇନ ପଡ଼ିଆ ଠାରେ ହେଲିପ୍ୟାଡ଼ରେ ଅବତରଣ କଲା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବସ୍‌ ଟର୍ମିନାଲରେ ପହଞ୍ଚି ଥିଲେ। ଏହି ଅବସରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ୫ଟି ସଚିବ ଭିକେ ପାଣ୍ଡିଆନ୍‌, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପ୍ରମୁଖ ଉପସ୍ଥିତ ଥିଲେ। ଉଦଘାଟନ ପରେ ପ୍ରଥମ ବସ ଗଡ଼ିଥିଲା କଟକରୁ ପୁରୀକୁ।

 COASTAL NEWS Odia 753

ଉଦଘାଟିତ ହେଲା କଟକର ନେତାଜୀ ବସ୍ ଟର୍ମିନାଲ, ପ୍ରଥମ ବସ୍ ଗଲା ପୁରୀକୁ




କଟକ :  ବହୁ ପ୍ରତୀକ୍ଷାର ଅନ୍ତ।  ଉଦାଘାଟିତ ହେଲା କଟକର ନେତାଜୀ ବସ୍ ଟର୍ମିନାଲ ।  ପ୍ରଥମ ବସ୍ ଗଡିଲା କଟକରୁ ପୁରୀ। ଆଜି ଅପରାହ୍‌ଣ ୪ଟା ୫୦ରେ ଉଦଘାଟିତ ହୋଇଇଛି ଏହି ବସ ଟର୍ମିନାଲ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି  ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ଉଦଘାଟନ କରିଛନ୍ତି। ଉଦ୍‌ଘାଟନ କରିବା ପରେ ସେ ବସ୍‌ ଟର୍ମିନାଲ ବୁଲି ଦେଖିଛନ୍ତି। କଟକ ସନସାଇନ ପଡ଼ିଆ ଠାରେ ହେଲିପ୍ୟାଡ଼ରେ ଅବତରଣ କଲା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବସ୍‌ ଟର୍ମିନାଲରେ ପହଞ୍ଚି ଥିଲେ। ଏହି ଅବସରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ୫ଟି ସଚିବ ଭିକେ ପାଣ୍ଡିଆନ୍‌, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପ୍ରମୁଖ ଉପସ୍ଥିତ ଥିଲେ। ଉଦଘାଟନ ପରେ ପ୍ରଥମ ବସ ଗଡ଼ିଥିଲା କଟକରୁ ପୁରୀକୁ।



No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...