AFFILIATE MARKETING

https://binomo.com?a=90810425bb57&t=0

Saturday, September 16, 2023

କମିଲା ସୁନା ଦାମ, ଜାଣନ୍ତୁ ଲାଟେଷ୍ଟ ରେଟ୍‌

 COASTAL NEWS Odia 753

କମିଲା ସୁନା ଦାମ, ଜାଣନ୍ତୁ ଲାଟେଷ୍ଟ ରେଟ୍‌



ଭୁବନେଶ୍ବର- ବୁଧବାର ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୫୪,୫୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ଦାମ ୫୯,୪୫୦ ଟଙ୍କା ଥିଲା।

ଦେଶରେ ସୁନାର ନୂଆ ମୂଲ୍ୟ ଜାରି କରାଯାଇଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୪,୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୫୯,୪୫୦ ଟଙ୍କା ରହିଛି।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୫୪,୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦାମ ୫୯,୪୫୦ ଟଙ୍କା ରହିଛି।

ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୪,୮୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୯,୭୮୦ ଟଙ୍କା ଥିବା ରେକର୍ଡ ହୋଇଛି ।

ସେହିପରି କୋଲକାତାରେ ଯଥାକ୍ରମେ ୫୪,୫୦୦ ଟଙ୍କା ଓ ୫୯,୪୫୦ ଟଙ୍କା ରହିଛି।

ଅନ୍ୟତମ ପ୍ରମୁଖ ସହର ବେଙ୍ଗାଲୁରୁରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୫୪,୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦାମ ୧୦ ଗ୍ରାମ ପ୍ରତି ୫୯,୪୫୦ ଟଙ୍କା ରହିଛି l

ଅନ୍ୟତମ ପ୍ରମୁଖ ସହର ବେଙ୍ଗାଲୁରୁରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୫୪,୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦାମ ୧୦ ଗ୍ରାମ ପ୍ରତି ୫୯,୪୫୦ ଟଙ୍କା ରହିଛି ।

ଦେଶରେ ସୁନା ଦର ଗୋଟିଏ ପଟେ ହ୍ରାସ ପାଇଥିବା ବେଳେ ରୂପା ଦର ବି କମିଛି । ରୂପା ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୩,୫୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି। ଗତକାଲି ଅର୍ଥାତ ବୁଧବାର ଅପେକ୍ଷା ଗୁରୁବାର ରୂପା ଦାମ୍‌ କମିଛି ଓଡ଼ିଶାରେ ରୂପା ଦାମ୍‌ କମିଛି । ଆଜି ଭୁବନେଶ୍ବରରେ ରୂପା ଦାମ ୭୭,୦୦୦ ଟଙ୍କା ରହିଛି।



No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...