AFFILIATE MARKETING

https://binomo.com?a=90810425bb57&t=0

Friday, September 15, 2023

ବିହାର ରେ ନୌକାବୁଡ଼ି ୧୦ ଶିଶୁ ନିଖୋଜ

 COASTAL NEWS Odia 740

ବିହାର ରେ ନୌକାବୁଡ଼ି ୧୦ ଶିଶୁ ନିଖୋଜ



ମୁଜାଫରପୁର - ମୁଜାଫରପୁର ଜିଲ୍ଲାରେ ଆଜି ବାଗମତୀ

ନଦୀରେ ଏକ ନୌକା ବୁଡ଼ିଯିବାରୁ ୧୦ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ୧୨ ଜଣ ନିଖୋଜ ଅଛନ୍ତି। ନିଖୋଜ ଛାତ୍ରଛାତ୍ରୀଙ୍କ ବୟସ ୮ରୁ ୧୪ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ଡଙ୍ଗାରେ ପିଲାମାନଙ୍କ ସମେତ ମୋଟ ୩୨ ଜଣ ଯାତ୍ରୀ ଥିଲେ। 

ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ୧୦ ଶିଶୁଙ୍କ ସମେତ ୧୨ ଜଣଙ୍କର କୌଣସି ପତ୍ତା ମିଳୁନାହିଁ। ଏନଡିଆରଏଫ୍ ଟିମ୍ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। 

ସୂଚନାନୁଯାୟୀ ଆଜି ପୂର୍ବାହ୍ନ ୯.୪୫ ସମୟରେ ମଧୁରପତ୍ତା ଘାଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ନୌକାରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା l

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...