AFFILIATE MARKETING

https://binomo.com?a=90810425bb57&t=0

Thursday, November 13, 2025

ପାଣ୍ଡରାରେ ୧ ଏକରରୁ ଜବରଦଖଲ ହଟିଲା

ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ପୋଲିସ ଫୋର୍ସ ମୁତୟନ


ପାଣ୍ଡରା ମୌଜା ଅନ୍ତର୍ଗତ ପ୍ଲଟ ନମ୍ବର-3891 ଓ 3999 ଥିବା ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରିଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)  ପ୍ରାୟ ଏକ ଏକର ଜମିକୁ ଜବରଦଖଲମୁକ୍ତ କରାଯାଇଥିଲା l

ମଙ୍ଗଳବାର ଉଚ୍ଛେଦରେ 8ଟି ଟିଣ/ଆଜବେଷ୍ଟସ ଦୋକାନ, 10 ଟି ଆଜବେଷ୍ଟସ ଘର, 8ଟି ଶୌଚାଳୟ, ଗୋଟିଏ ଗେଟ୍, ଗୋଟିଏ ପାଣି ଟାଙ୍କି ଓ ପ୍ରାୟ 200 ଫୁଟ ଲମ୍ବର ପାଚେରୀ ଭାଙ୍ଗି ଦିଆଯାଇଥିଲା  ସମୟ ଅଭାବରୁ ଉଚ୍ଛେଦ ଆଂଶିକ ଭାବରେ କରାଯାଇଥିଲା  ଉଚ୍ଛେଦ ଅଭିଯାନ ସମୟରେ ପ୍ରାୟ 2 ଏକର 780 ଡିସିମିଲରୁ 1ଏକର ସରକାରୀ ଜମି ଜବରଦଖଲମୁକ୍ତ କରାଯାଇଥିଲା  ଉଚ୍ଛେଦ ସମୟରେ ବିଡିଏ ଏନଫୋର୍ସମେଣ୍ଟ ଅଫିସର(ଓଏସଡି) ଦେବରାଜ ସେଠୀ, ଜିଏର ଉପ-ନିର୍ଦ୍ଦେଶକ (ସର୍ଭେ  ଏନଫୋର୍ସମେଣ୍ଟ) ଅମୀୟ କୁମାର ଦାସ , ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଟିମ 1, 2, 3, 4, 5 ଏବଂ 6 ଉଚ୍ଛେଦ କରିଥିଲେI ଉଚ୍ଛେଦ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି comisssonerate ପୋଲିସ ତରଫରୁ ଗୋଟିଏ platoon ପୁରୁଷ ପୋଲିସ ଓ ଗୋଟିଏ section ମହିଳା ପୋଲିସ ମୁତୟନ କରାଯାଇଥିଲା।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...