AFFILIATE MARKETING

https://binomo.com?a=90810425bb57&t=0

Friday, November 14, 2025

ନୂଆପଡା ନିର୍ବାଚନ ବିଜେପି ର ବାଜିମାତ୍

ବିପୁଳ ଭୋଟ ବ୍ୟବଧାନରେ ଜିତିଲେ ଜୟ ଢୋଲକିଆ

ନୂଆପଡ଼ା, ୧୪/୧୧: ନୂଆପଡ଼ା ଉପନିର୍ବାଚନରେ ବିଜେପିର ଅଦ୍ଭୁତପୂର୍ବ ସଫଳତା। ବିପୁଳ ଭୋଟ ପାଇ ବିଜୟୀ ଲାଭ କରିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ୧ ଲକ୍ଷ ୨୩ ହଜାର ୪୪୬ ଭୋଟ ପାଇଛନ୍ତି ଜୟ ଢୋଲକିଆ। ସେ ୮୩ ହଜାର ୭୪୮ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୪୦ ହଜାର ୮୬ ଭୋଟ ପାଇଛନ୍ତି। ସେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଘାସିରାମ ଗତ ସାଧାରଣ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହୋଇ ଏହାଠାରୁ ଅଧିକ ଭୋଟ ପାଇଥିଲେ।

ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୮ ହଜାର ୩୧୪ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ଗତ ନିର୍ବାଚନରେ ସେ ଅତାବିରାରେ ନିର୍ବାଚନ ଲଢ଼ି ହାରିଯାଇଥିଲେ।

ତେବେ ଜୟଙ୍କ ପ୍ରତି ଏତେ ଭୋଟ ଆସିବା ସାରା ରାଜ୍ୟରେ ଏହା ଏକ ରେକର୍ଡ। ପୂର୍ବରୁ କୌଣସି ଉପନିର୍ବାଚନରେ ଭୋଟର ବ୍ୟବଧାନ ଏତେ ନଥିଲା।

No comments:

COASTAL NEWS

ଏକଲା ଚିନ୍ତା କର

Song Title: ସବୁ ସରିଯିବ (Sabu Sari Jiba - सब खत्म हो जाएगा) ​Music Style Command for Suno/Music Gen: ​ Genre: Odia Modern Sad ...