AFFILIATE MARKETING

https://binomo.com?a=90810425bb57&t=0

Thursday, September 14, 2023

ସଂକ୍ଷିପ୍ତ ସମ୍ବାଦ

 COASTAL NEWS Odia 710

ସଂକ୍ଷିପ୍ତ ସମ୍ବାଦ 



ଭୁବନେଶ୍ବର - କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ବଡ଼ ନିଷ୍ପତ୍ତି; ଲଞ୍ଚ ହେଲା ଉଜ୍ୱଳା ୨.୦ ସ୍କିମ୍‌, ୭୫ ଲକ୍ଷ ମାଗଣା ଏଲପିଜି ସଂଯୋଗକୁ ମଞ୍ଜୁରୀ ।

ଡେଙ୍ଗୁକୁ ନେଇ ଭୟ ଲାଗି ରହିଥିବାବେଳେ, ଆତଙ୍କ ଖେଳାଇଛି ସ୍କ୍ରବ ଟାଇଫସ । ସ୍କ୍ରବ ଟାଇଫଓ କାମୁଡିବା ଯୋଗୁଁ ବରଗଡ଼ରେ ୫ ଜଣଙ୍କ ଜୀବନ ଯାଇଥିବା ଜଣାପଡିବା ପରେ, ଆତଙ୍କିତ ହୋଇପଡିଛନ୍ତି ଲୋକେ । 


କାବେରୀ ବିବାଦ: ତାମିଲନାଡୁକୁ ପାଣି ଦେବାପାଇଁ ମନା କଲେ ସିଦ୍ଧ ରମୈୟା ।


ଜି-୨୦ ଶିଖର ସମ୍ମିଳନୀର ସଫଳତା ପାଇଁ ବିଜେପି ମୁଖ୍ୟାଳୟରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ, ଗୋଲାପ ଦେଇ ବଧେଇ ଜଣାଇଲେ ନେତା ।


ଶାହରୁଖ ଖାନ୍ ଫିଲ୍ମ ‘ଜବାନ’ ବିଜେପିର ପ୍ରଶଂସା; ଦଳର ଦାବି- କଂଗ୍ରେସ ସରକାରଙ୍କ ଦୁର୍ନୀତିର ପୋଲ୍ ଖୋଲିଛି ଫିଲ୍ମ ।


ନିର୍ଣ୍ଣାୟକ ମୁକାବିଲା ପୂର୍ବରୁ ପାକିସ୍ତାନକୁ ଜୋରଦାର ଝଟକା, ଏସିଆ କପ୍‌ରୁ ବାଦ୍ ପଡ଼ିଲେ ନସୀମ ଶାହ ।


କେରଳରେ ପୁଣି ନିପାହା ଆତଙ୍କ ।କେରଳରେ ହାଇଆର୍ଲଟ । ନିପାରେ ସଂକ୍ରମିତ ହୋଇ ୨ଜଣଙ୍କ ମୃତ୍ୟୁ ଓ ୪ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ସାରା ରାଜ୍ୟରେ ଆଲର୍ଟ ଜାରି କରାଯାଇଛି ।


ସୌମ୍ୟରଂଜନ ପଟ୍ଟନାୟକଙ୍କ ସପକ୍ଷରେ ବାହାରିଲେ ବିରୋଧୀ: ରାଜାଙ୍କ କୋଳି ଉପଖ୍ୟାନ କହି ବିଜେଡିକୁ କଟାକ୍ଷ କଲେ ନରସିଂହ 


INDIA ମେଣ୍ଟର ପ୍ରଥମ ସମନ୍ୱୟ ସମିତିର ବୈଠକ ଅନୁଷ୍ଠିତ, ଭାଗନେଲାନି CPM, ଆସିଲେନି ଅଭିଷେକ ବାନାର୍ଜୀ ।


କୋର୍ଟ ପରିସରରେ ସାଥି ବିଚାରପତିଙ୍କ ଗହଣରେ ବୁଲିଲେ ପ୍ରଧାନବିଚାପତି ଚନ୍ଦ୍ରଚୂଡ, ଏକାଠି ବସି କଫି ଓ ସିଙ୍ଗଡ଼ାର ଆନନ୍ଦ ନେଲେ ।


କାର୍‌ରେ ୬ ଏୟାରବ୍ୟାଗ୍‌ ନିୟମକୁ ବାଧ୍ୟତାମୂଳକ କରିବେନି ସରକାର: ନିତିନ ଗଡକରୀ ।


ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସମୀକ୍ଷା ବୈଠକ: ମୃତ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦେବାକୁ ନିର୍ଦ୍ଦେଶ 


ଭାରତ ଠାରୁ ୧.୯ ବିଲିୟନ ଡଲାର ଉପକରଣ କିଣିବାକୁ ଚାହୁଁଛି ଟେସ୍‌ଲା: କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋୟଲ ।


କାଶ୍ମୀରରେ ଆତଙ୍କବାଦୀଙ୍କ ସହ ସେନାର ଲଢେଇ । କର୍ନଲ ସମେତ ୩ ଯବାନ ସହିଦ, ଗଡିଲା ୨ ଆତଙ୍କବାଦୀଙ୍କ ମୁଣ୍ଡ ।


ଯଯାତି କେଶରୀଙ୍କ ନାଁରେ ନାମିତ ହେବ ଯାଜପୁର ମେଡିକାଲ କଲେଜ.. ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।


ଖୋଲିଲା ହୀରାକୁଦର ୨ଟି ଗେଟ୍‌ ।ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ବରେ ଗୋଟିଏ ଲେଖାଏଁ ଖୋଲିଲା ।


ଏସିଆନ୍‌‌ ଗେମ୍ସ ପାଇଁ ଯୋଗ୍ୟ ୧୩ ଓଡ଼ିଆ ଆଥଲେଟଙ୍କୁ ସହାୟତା ।ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।


ସ୍କ୍ରବ ଟାଇଫସ୍‌ ହେଲେ ଦଶ ଦିନ ପରେ ଇନଫେକ୍ସନ ଜଣାପଡ଼ିବ, ସତର୍କ ହୋଇ ଚଳିବାକୁ ପଡ଼ିବ: ଡାକ୍ତର ନୀରଜ ମିଶ୍ର ।



୧୮ରୁ ଆରମ୍ଭ ସଂସଦର ସ୍ୱତନ୍ତ୍ର ଅଧିବେଶନ, ୧୭ରେ ବସିବ ସର୍ବଦଳୀୟ ବୈଠକ ।


ଲିବିୟା ବନ୍ୟା: ବନ୍ଦର ସହର ଡେର୍ନା ଛାରଖାର, ସବୁଠି କୁଢ଼ କୁଢ଼ ଶବ ।


ସଂସଦର ସ୍ୱତନ୍ତ୍ର ଅଧିବେଶନ ପାଇଁ ୪ ବିଲ୍ ଆଲୋଚନା ହେବ, ଅସ୍ଥାୟୀ ତାଲିକା ଜାରି କଲେ କେନ୍ଦ୍ର ସରକାର   ।


ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା: ପାଣିପାଗ ବିଭାଗର ସୂଚନା ପରେ ସତର୍କ ଘଣ୍ଟି ବଜାଇଲେ ଏସ୍‌ଆରସି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...