AFFILIATE MARKETING

https://binomo.com?a=90810425bb57&t=0

Saturday, September 16, 2023

ବିଶେଷ ଖବର

 COASTAL NEWS Odia 743

ବିଶେଷ ଖବର 



*ତାରିଖ ୧୬/୦୯/୨୦୨୩,ଶନିବାର*

ଗିଲ୍‌ଙ୍କ ଶତକ ବେକାର; ଭାରତକୁ ୬ରନ୍‌ରେ ହରାଇଲା ବାଂଲାଦେଶ
ସ୍କ୍ରବ୍ ଟାଇଫସ୍ ସର୍ଭେଲାନ୍ସ ଭିତରେ ରହିଛି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

‌ସେପ୍ଟେମ୍ବର ୧୬ରେ ଉଦ୍‌ଘାଟନ ହେବ କଟକ ନେତାଜୀ ବସ୍‌ ଟର୍ମିନାଲ, ମୁତୟନ ରହିବେ ୨୦ ପ୍ଲାଟୁନ୍‌ ପୁଲିସ୍‌ ।

ଶକ୍ତିଶାଳୀ ହେବ ବାୟୁସେନା, ୧୨ଟି Su-30MKI ଲଢ଼ୁଆ ବିମାନ କଣିବାକୁ ସବୁଜ ସଂକେତ ଦେଲେ କେନ୍ଦ୍ର ସରକାରଙ୍କ ।

ବିଚାରପତିଙ୍କ ନିଯୁକ୍ତି ଆହୁରି ସ୍ୱଚ୍ଛ ହେବ ଉଚିତ ବୋଲି କହିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ।

ମ୍ୟାଚ ମଝିରେ ‘Water Boy-ବିରାଟ’ ଏଣ୍ଟ୍ରି: ମସ୍ତି ମୁଡରେ କୋହଲିଙ୍କୁ ଦେଖି ଝୁମି ଉଠିଲା ଷ୍ଟାଡିୟମ ।

ଅକ୍ଟୋବର ମାସରୁ ରାଜ୍ୟରେ ଆରମ୍ଭ ହେବ ବାଘ ଗଣନା: ପ୍ରଥମେ ଟ୍ରେନିଂ ନେଲେ ୨୦ ଜଣ ମାଷ୍ଟର ଟ୍ରେନର ।

ବ୍ୟାଙ୍କରେ ଥିବା ସବୁ ଜମାରାଶି ବନ୍ୟା ପୀଡିତଙ୍କ ପାଇଁ ଦେଲେ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ।

ସୀମାପାର ଆତଙ୍କବାଦ ବନ୍ଦ ନହେବା ପର୍ଯ୍ୟନ୍ତ ପାକିସ୍ତାନ ସହ ଦ୍ବିପାକ୍ଷିକ କ୍ରିକେଟ ଖେଳ ହେବନି : ଅନୁରାଗ ଠାକୁର ।

‘ନିପା’ରେ ମୃତ୍ୟୁ ହାର କରୋନାଠାରୁ ବି ଅଧିକ, ସତର୍କ କଲେ ICMR ମହାନିର୍ଦ୍ଦେଶକ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ : ଚଳିତ ପାର୍ବଣ ଋତୁରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଦାୟ କରାଯିବନି ଗ୍ରାଉଣ୍ଡ ରେଣ୍ଟ ।

ମାଲକାନଗିରିରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା, ମୁଖ୍ୟମନ୍ତ୍ରୀଙ୍କୁ ରାଜଧର୍ମ ପାଳନ କରିବାକୁ ଦେଲେ ଆହ୍ବାନ ।

ହୀରାକୁଦ ଡ୍ୟାମରେ ଖୋଲିଲା ଆଉ ୨ଟି ଗେଟ, ମୋଟ ୨୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ଜଳ ।

ଗତ ୪ ମାସ ଭିତରେ ମଣିପୁର ଜାତିଆଣ ହିଂସାରେ ୧୭୫ ଜଣଙ୍କ ଜୀବନ ଗଲାଣି ଏବଂ ୯୬ଟି ମୃତ ଶରୀର ପଡ଼ିରହିଛି, ଯାହାକୁ ଏପର୍ଯ୍ୟନ୍ତ କେହି ଦାବି କରିନାହାନ୍ତି।

ସ୍ପଷ୍ଟ କଲେ ଦିଲ୍ଲୀ ହାଇ‌େକାର୍ଟ: ‘ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ବୀମା, ହେଲ୍‌ମେଟ୍‌ ବାଧ୍ୟତାମୂଳକ ।

ଅଶୋଧିତ ତୈଳ ଦାମ୍ ୯୪ ଡଲାରକୁ ବୃଦ୍ଧି: ଜୁଲାଇରେ ଥିଲା ୭୦ ଡଲାର ।

ଏଲିଏନ ଶରୀର ଉପରେ ଅଧିକ ଗ‌ବେଷଣା ହେବ: ନାସା ।

ନ୍ୟୁକ୍ଲିଅର ନୋଟ୍‌ବୁକ୍‌ରେ ଚାଞ୍ଚଲ୍ୟକର ତଥ୍ୟ, ୨୦୨୫ ସୁଦ୍ଧା ପାକିସ୍ତାନ ପାଖରେ ଥିବ ୨୦୦ ପରମାଣୁ ଅସ୍ତ୍ର ।

ସଂଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ସମାପ୍ତ, ରାହୁଲ ନବୀନ ହବ୍ହେଲେ ଇଡିର କାର୍ଯ୍ୟବାହୀ ନିର୍ଦ୍ଦେଶକ ।

      


No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...