AFFILIATE MARKETING

https://binomo.com?a=90810425bb57&t=0

Sunday, September 17, 2023

ବିଶେଷ ଖବର

COASTAL NEWS Odia 766
ବିଶେଷ ଖବର 


ଭୁବନେଶ୍ବର - ନୂଆଁଖାଇ ପାଇଁ ସଜେଇ ହେଉଛି ପଶ୍ଚିମ ଓଡିଶା: ଘରେ ଘରେ ଚାଲିଛି ଲିପାପୋଛା ।

ଏସିଆ କପ୍‌ କ୍ରିକେଟର ୧୬ତମ ସଂସ୍କରଣର ଫାଇନାଲ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜି ରବିବାର କଲମ୍ବୋର ଆର. ପ୍ରେମାଦାସ ଷ୍ଟାଡ଼ିୟମରେ ଖେଳାଯିବ।

କଟକରେ ଲୋକାର୍ପଣ ହେଲା ନେତାଜୀ ବସ ଟର୍ମିନାଲ: ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି, କମିଟିର ଅଧ୍ୟକ୍ଷ କହିଲେ, ସେପ୍ଟେମ୍ବର ୨୩ ତାରିଖରେ ପ୍ରଥମ ବୈଠକ ।


ରାଜ୍ୟରେ ନାହିଁ ବନ୍ୟାସ୍ଥିତି: ଉପର ମୁଣ୍ଡରେ ବର୍ଷା ଯୋଗୁଁ ତଳି ଅଂଚଳରେ ପଶିଛି ପାଣି, ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ।


ନିୟନ୍ତ୍ରଣ ରେଖା ଅତିକ୍ରମ କରିବାକୁ ଉଦ୍ୟମ କରୁଥିବା ୩ ଆତଙ୍କବାଦୀଙ୍କୁ ଗୁଳି କରି ନିପାତ କଲେ ଭାରତୀୟ ସେନା ।

କେତେକ ଚିରନ୍ତନ କର୍ତ୍ତବ୍ୟର ସମାହାର ହେଉଛି ସନାତନ ଧର୍ମ, ଏହା କେବଳ ଜାତିଭେଦକୁ ପ୍ରେତ୍ସାହିତ କରୁଥିବା କହିବା ଭୁଲ ହେବ : ମାଡ୍ରାସ୍ ହାଇକୋର୍ଟ ।

ରିୟଲ ଇଷ୍ଟେଟ୍ ବ୍ୟବସାୟୀ ତପନ ମହାନ୍ତିଙ୍କୁ ଇଓଡବ୍ଲୁର ପଚରାଉଚରା, ଘର ଯୋଗାଇବାରେ ଅନିୟମିତତା ଅଭିଯୋଗ 

ମହାଦେବ ଅନଲାଇନ ବେଟିଂ ଆପର ବଡ ଠକେଇ । ଖୋଳତାଡରେ ୪୧୭ କୋଟି ଟଙ୍କା ଓ ସମ୍ପତି ଜବତ, ୧୭ଜଣ ବଲିଉଡ କଳାକାରଙ୍କୁ ମିଳିପାରେ ଇଡିର ସମନ ।

କେନ୍ଦ୍ର ସରକାର ଆଧାର ସଂଶୋଧନ ସମୟସୀମାକୁ ଆଉ ୩ ମାସ ବୃଦ୍ଧି କରିଛନ୍ତି । ଆଧାର ପରିଚୟପତ୍ରରେ ସଂଶୋଧନ ଲାଗି ବିନା ଦେୟରେ ଅନଲାଇନ୍‌‌ ଜରିଆରେ ଡିସେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ସଂଶୋଧନ କରାଯାଇପାରିବ।  ।

ସୋସିଆଲ ମିଡିଆରେ ବିରାଟ କୋହଲିଙ୍କ ଭିଡିଓ ଭାଇରାଲ । ଏସିଆ କପ୍ ସୁପର ଫୋର ଶେଷ ମ୍ୟାଚରେ ଦେଖିବାକୁ ମିଳିଥିଲା ବିରାଟଙ୍କ ମଜାଳିଆ ଭିଡିଓ ।

ପାରୋଲ ପାଇଁ ଦ୍ୱିତୀୟ ଥର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଶାରାମ ବାପୁ ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଭ୍ରାଟ ପ୍ରସଙ୍ଗ : ସିଂହଦ୍ଵାର ଥାନାରେ ଏତଲା ଦେଲେ ପୁଷ୍ପାଳକ ସେବକ ।

ପୁରୁଣା ମିଗ୍‌-୨୧ ଓ ୨୩କୁ ପର୍ଯ୍ୟାୟକ୍ରମେ ହଟାଇବ ବାୟୁସେନା; ଆଉ ୧୦୦ଟି ନୂଆ ତେଜସ୍ ଲଢ଼ୁଆ ବିମାନ କିଣିବ ।

ଦିନଟେ ଘୁଞ୍ଚିଲା ବାଚସ୍ପତି ନିର୍ବାଚନ। ୨୨ ତାରିଖ ସକାଳ ୯ଟାରେ ୩୦ରେ ହେବ ନିର୍ବାଚନ।  ।

ବିଶିଷ୍ଟ ଲେଖିକା, ସାମ୍ବାଦିକା ତଥା ବୃତ୍ତଚିତ୍ର ନିର୍ମାତା ଗୀତା ମେହଟ୍ଟାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି  ।

ମହାପ୍ରଭୁଙ୍କୁ ଦର୍ଶନ କଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଖଣ୍ଡୁଆ ଦେଇ ସ୍ୱାଗତ କଲେ ସେବାୟତ- ଶ୍ରୀମନ୍ଦିର ପ୍ରଶାସନ ।

ନ୍ୟୁଜ୍‌ ଆଙ୍କରକୁ ବୟକଟ୍ କରିବା ପ୍ରସଙ୍ଗରେ ନୀତୀଶଙ୍କ ଓଲଟା ବୟାନ; ମୁଁ ସାମ୍ବାଦିକଙ୍କୁ ସମର୍ଥନ କରେ, ସେମାନଙ୍କର ଅଧିକାର ଅଛି ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...