AFFILIATE MARKETING

https://binomo.com?a=90810425bb57&t=0

Saturday, May 20, 2023

କାଳବୈଶାଖୀ ପ୍ରଭାବରେ ୧୧ ଯବାନ ଗୁରୁତର, ଭାଙ୍ଗିଲା ୩ ବ୍ୟାରେକ

କାଳବୈଶାଖୀ ପ୍ରଭାବରେ ୧୧ ଯବାନ ଗୁରୁତର, ଭାଙ୍ଗିଲା ୩ ବ୍ୟାରେକ




ମାଲକାନଗିରି : କାଳବୈଶାଖୀ ପ୍ରଭାବରେ ୧୧ ଯବାନ ଗୁରୁତର । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଭାଙ୍ଗିଲା CRPF ଯବାନଙ୍କ ୩ଟି ବ୍ୟାରେକ । ପ୍ରବଳ ବର୍ଷା ପବନ ଯୋଗୁଁ ବ୍ୟାରେକର ଛାତ ଉଡ଼ାଇ ନେବା ସହ ଭାଙ୍ଗିରୁଜି ଯାଇଥିଲା । ଫଳରେ ୧୧ ଜଣ ଯବାନ ଗୁରୁତର ହୋଇଥିଲେ । ସମସ୍ତ ଗୁରୁତର ଯବାନଙ୍କୁ ୟୁନିଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଡବା ଗାଁ ନିକଟରେ ମାଓ ଦମନ ପାଇଁ ନିୟୋଜିତ ହୋଇଥିଲା CRPFର 241 ବାଟାଲିୟନ । କ୍ୟାମ୍ପରେ ୧୨୦ ଜଣ ଯବାନ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିଲେ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...