AFFILIATE MARKETING

https://binomo.com?a=90810425bb57&t=0

Saturday, May 13, 2023

ଝାରସୁଗୁଡା ଉପ-ନିର୍ବାଚନ ଫଳାଫଳ : ସପ୍ତମ ରାଉଣ୍ଡ ସୁଦ୍ଧା ବହୁ ଆଗରେ ବିଜେଡି---

 ଝାରସୁଗୁଡା ଉପ-ନିର୍ବାଚନ ଫଳାଫଳ : ସପ୍ତମ ରାଉଣ୍ଡ ସୁଦ୍ଧା ବହୁ ଆଗରେ ବିଜେଡି---





 

-ଝାରସୁଗୁଡା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଏହାରି ଭିତରେ ସପ୍ତମ ରାଉଣ୍ଡର ଟ୍ରେଣ୍ଡ ସାମ୍ନାକୁ ଆସିଛି । ଦୀପାଳି ଦାସଙ୍କୁ ୪ ହଜାର ୬୧୧ ଭୋଟ୍, ଟଙ୍କଧର ତ୍ରିପାଠୀଙ୍କୁ ୨ହଜାର ୧୧୬ ଏବଂ ତରୁଣ ପାଣ୍ଡେଙ୍କୁ ୪୦୦ ଭୋଟ୍ ମିଳିଛି । ସପ୍ତମ ରାଉଣ୍ଡରେ ଦୀପାଳି ଦାସ ୨୪୯୫ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି ।


ବିଜେଡି -୪୦,୨୨୦

ବିଜେପି -୨୧,୯୭୪

କଂଗ୍ରେସ -୨,୩୫୯


ସପ୍ତମ ରାଉଣ୍ଡ ରେ ୧୮ହଜାର ୨୪୬ଭୋଟରେ ବିଜେଡି ଆଗୁଆ ରହିଛି ।


ଷଷ୍ଠ ରାଉଣ୍ଡରେ ବି ବିଜେଡି ଆଗୁଆ ରହିଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୫ହଜାର ୫୫୯ ଭୋଟ୍ ମିଳିଛି । ଟଙ୍କଧର ତ୍ରିପାଠୀଙ୍କୁ ୩ହଜାର ୩୫୩ ଭୋଟ୍, ତରୁଣା ପାଣ୍ଡେଙ୍କୁ ୭୮୯ ଭୋଟ୍ ମିଳିଛି । ତେବେ ଷଷ୍ଠ ରାଉଣ୍ଡ ସୁଦ୍ଧା ୧୫ହଜାର ୭୫୧ ଭୋଟରେ ବିଜେଡି ଆଗରେ ରହିଛି ।


ପଞ୍ଚମ ରାଉଣ୍ଡରେ ବି ବିଜେଡି ଆଗରେ ରହିଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୬ହଜାର ୪୩୫ ଭୋଟ୍ ମିଳିଥିବା ବେଳେ ବିଜେପିର ଟଙ୍କଧର ତ୍ରିପାଠୀଙ୍କୁ ୩ହଜାର ୦୬୮ ଭୋଟ୍ ମିଳିଛି । ସେହିପରି କଂଗ୍ରେସର ତରୁଣ ପାଣ୍ଡଙ୍କୁ ୩୨୯ ଭୋଟ୍ ମିଳିଛି । ତେବେ ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡି ୧୩ହଜାର ୫୪୫ ଭୋଟରେ ଆଗରେ ରହିଛି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...