AFFILIATE MARKETING

https://binomo.com?a=90810425bb57&t=0

Saturday, May 13, 2023

କର୍ଣ୍ଣାଟକରେ ଜାରି ରହିଛି କାଉଣ୍ଟିଂ: କଂଗ୍ରେସ ଆଗୁଆ, ବିଜେପି ବହୁ ପଛରେ---

କର୍ଣ୍ଣାଟକରେ ଜାରି ରହିଛି କାଉଣ୍ଟିଂ: କଂଗ୍ରେସ ଆଗୁଆ, ବିଜେପି ବହୁ ପଛରେ---






ବେଙ୍ଗାଲୁରୁ, ୧୩।୫ ଦକ୍ଷିଣ ଭାରତର ଗଡ଼ କୁହାଯାଉଥିବା କର୍ଣ୍ଣାଟକରେ କଂଗ୍ରେସର ଦମଦାର ପ୍ରଦର୍ଶନ ଜାରି ରହିଛି। ଜାରି ରହିଛି ଭୋଟ୍ ଗଣତି । ଆରମ୍ଭରୁ କଂଗ୍ରେସ ଓ ବିଜେପି ମଧ୍ୟରେ ଜାରି ରହିଛି କଡ଼ା ଟକ୍କର । କଂଗ୍ରେସ ଆଗରେ ରହିଥିଲେ ମଧ୍ୟ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ଆଗରେ ଚାଲୁଛନ୍ତି । ସେହିପରି ଡିକେ ଶିବକୁମାପ, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମାୟା ନିଜ ନିଜ ସିଟ୍ ଆଗରେ ଚାଲୁଛନ୍ତି । ଏବେ ସୁଦ୍ଧା ହୋଇଥିବା ଗଣତି ଅନୁଯାୟୀ, କର୍ଣ୍ଣାଟକରେ ୨୨୪ ବିଧାନସଭା ଆସନରୁ କଂଗ୍ରେସ ୧୧୩ ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୭୬, ଜେଡିଏସ୍‌ ୩୦ ଓ ଅନ୍ୟାନ୍ୟ ଦଳ ୫ଟି ଆସନରେ ଆଗୁଆ ରହିଛନ୍ତି ।

No comments:

COASTAL NEWS

ଚାଷୀଙ୍କ ଖାତାକୁ ସିଏମ -କିଷାନ ଟଙ୍କା — ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ପଦକ୍ଷେପ

ଚାଷୀଙ୍କ ଖାତାକୁ ସିଏମ -କିଷାନ ଟଙ୍କା — ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ପଦକ୍ଷେପ ନମସ୍କାର। ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ଉପସ୍ତାପକ ଶ...