AFFILIATE MARKETING

https://binomo.com?a=90810425bb57&t=0

Sunday, July 2, 2023

ଯଶୀପୁରରୁ ୪ଟି ହାତୀଦାନ୍ତ ଜବତ, ୫ ଗିରଫ

 ଯଶୀପୁରରୁ ୪ଟି ହାତୀଦାନ୍ତ ଜବତ, ୫ ଗିରଫ



 

ମୟୂରଭଞ୍ଜ ଜିଲ୍ଲା ଯଶୀପୁରରୁ ୪ଟି ହାତୀଦାନ୍ତ ଜବତ କରାଯିବା ସହ ଏହି ମାମଲାରେ ୫ ଜଣ ଗିରଫ ହୋଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଶିମିଳିପାଳ ଦକ୍ଷିଣ ଡିଭିଜନ ଉପ ନିର୍ଦେଶକଙ୍କ ନେତୃତ୍ୱରେ ଶିମିଳିପାଳ ଦକ୍ଷିଣ, ଶିମିଳିପାଳ ଉତ୍ତର ଏବଂ ରାଇରଙ୍ଗପୁର ଡିଭିଜନର ଏସିଏଫ୍, ରେଞ୍ଜର୍ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଯଶୀପୁରର ଜାମକେଶ୍ବର ଗାଁରେ ଚଢଉ କରାଯାଇଥିଲା।


ଏହି ଟିମ୍ ୪ଟି ହାତୀଦାନ୍ତ ଜବତ କରିଥିଲା ଏବଂ ଘଟଣାସ୍ଥଳରୁ ୫ ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ହାତୀଦାନ୍ତ ବିକ୍ରି କରିବା ଲାଗି ମସୁଧା ଚଳାଇଥିଲେ। ଏନେଇ ଅଧିକ ତଦନ୍ତ ଚାଲିଛି। ଅଭିଯୁକ୍ତମାନଙ୍କୁ ବାରିପଦାକୁ ନିଆଯାଇଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...