AFFILIATE MARKETING

https://binomo.com?a=90810425bb57&t=0

Wednesday, July 19, 2023

ବଡ ଅଘଟଣ; ବିଦ୍ୟୁତ ସଂସ୍ପର୍ଶରେ ଆସି ୧୫ ମୃତ

 ବଡ ଅଘଟଣ; ବିଦ୍ୟୁତ ସଂସ୍ପର୍ଶରେ ଆସି ୧୫ ମୃତ


 


ଡେରାଡୁନ୍‌‌ : ଉତ୍ତରାଖଣ୍ଡର ଚମୋଲୀରେ ବୁଧବାର ଏକ ବଡ ଅଘଟଣ ଘଟିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଏଥିରେ ଗୁରୁତର ଭାବେ ଆହତ ହୋଇ ଚିିକିତ୍ସିତ ହେଉଛନ୍ତି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି। ୨୦ ରୁ ଅଧିକ ଲୋକଙ୍କୁ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଛି। ନମାମି ଗଙ୍ଗେ ପ୍ରକଳ୍ପରେ କାମ କରୁଥିବା ସମୟରେ ଏହି ଅଘଟଣ ଘଟିଛି ବୋଲି ଜଣାପଡିଛି। ଟ୍ରାନ୍ସଫର୍ମର ଫାଟିଯିବାରୁ ଏହି ବଡ ଅଘଟଣ ଘଟିଛି। ଘଟଣା ନେଇ ଚମୋଲି ଏସପିଙ୍କ ପକ୍ଷରୁ ସୂଚନା ମିଳିଛି। ବିଚାର ବିଭାଗୀୟ ତଦନ୍ତ ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଳକାନନ୍ଦା ନଦୀ ତଟରେ ଏହି ନମାମି ଗଙ୍ଗେ ପ୍ରକଳ୍ପ କାମ ଚାଲିଥିଲା।

ମିଳିଥିବା ସୂଚନାନୁଯାୟୀ, ପ୍ଲାଣ୍ଟରେ କାମ କରୁଥିବା ଜଣେ ଯୁବକଙ୍କର ରାତିରେ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ କାର୍ୟ୍ୟାନୁଷ୍ଠାନ ପାଇଁ ସକାଳେ ପହଞ୍ଚିଥିଲା। ତେଣୁ ଏହି ସମୟ ମଧ୍ୟରେ ମୃତକଙ୍କ ସମ୍ପର୍କୀୟଙ୍କ ସମେତ ଅନ୍ୟ ଲୋକଙ୍କ ଭିଡ଼ ଜମିଥିଲା। ଏହି ସମୟରେ, ବିଦ୍ୟୁତ ସଂସ୍ପର୍ଶରେ ଉପସ୍ଥିତ ଲୋକମାନେ ଆସିଯାଇଥିଲେ। ମୃତକଙ୍କ ମଧ୍ୟରେ ପୁଲିସ କର୍ମଚାରୀ ରହିଛନ୍ତି ବୋଲି ଜଣାପଡିଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...