AFFILIATE MARKETING

https://binomo.com?a=90810425bb57&t=0

Wednesday, July 19, 2023

୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ବ୍ଲକ୍ ନିକଟରେ ଭୁଶୁଡ଼ିଲା ବ୍ରିଜ୍

 ୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ବ୍ଲକ୍ ନିକଟରେ ଭୁଶୁଡ଼ିଲା ବ୍ରିଜ୍

 



ଭୁବନେଶ୍ୱର : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ବ୍ରିଜ ଆଜି ସକାଳ ପ୍ରାୟ ୬ଟା ୨୫ ମିନିଟ ସମୟରେ ଭୁଶୁଡ଼ି ପଡିଛି। ଫଳରେ ପାଣିକୋଇଲି ପଟୁ କୁଆଖିଆ ପାର୍ଶ୍ୱ ରାସ୍ତାରେ ଗୋଟିଏ ପାଖ ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଛି । ଏହା ଘଟିବା ସମୟରେ ବ୍ରିଜ ଉପରେ କେହି ଯାତାୟତ କରୁନଥିଲେ ।


ଯାହାଫଳରେ କୌଣସି ଅଘଟଣ ନଘଟିବା ସହ ଧନ ଜୀବନହାନୀ ହୋଇ ନାହିଁ। କୁଆଖିଆ ଥାନା ପୁଲିସ ଖଣ୍ଡିତର ନିକଟରେ ରହି ଅପର ପାର୍ଶ୍ୱ ରାସ୍ତାରେ କଟକ- ଭୁବନେଶ୍ୱର ଯିବା ଆସିବା ପାଇଁ ଯାନବାହାନ ନିୟନ୍ତ୍ରଣ କରୁଛନ୍ତି ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...